ETV Bharat / international

ସିନେଟରଙ୍କ ପତ୍ନୀଙ୍କୁ ମୋଦିଙ୍କ କ୍ଷମା ପ୍ରାର୍ଥନା

author img

By

Published : Sep 23, 2019, 10:40 PM IST

ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ହୋଷ୍ଟନ ସହରରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଆମେରିକାର ସିନେଟର ଜନ କାର୍ନିନଙ୍କ ପତ୍ନୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।

ସିନେଟରଙ୍କ ପତ୍ନୀଙ୍କୁ ମୋଦିଙ୍କ କ୍ଷମା ପ୍ରାର୍ଥନା

ହୋଷ୍ଟନ: ଗତକାଲି (ରବିବାର) ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ହୋଷ୍ଟନ ସହରରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ୫୦ ହଜାର ପ୍ରବାସୀ ଭରତୀୟଙ୍କୁ ସମ୍ବୋଧନ କରିଥିଲେ ପିଏମ୍ ।

PM Modi apologises to Senator John Cornyn's wife

କାର୍ଯ୍ୟକ୍ରମରେ ଆମେରିକାର ଅନେକ ନେତାଙ୍କ ସହ ରାଷ୍ଟ୍ରପତି ମଧ୍ୟ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ମୋଦି ଆମେରିକାର ସିନେଟର ଜନ କାର୍ନିନଙ୍କ ପତ୍ନୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।

ତେବେ ସମୂର୍ଣ୍ଣ ଘଟଣା କିଛି ଏପରି ରହିଛି, ରବିବାର ସିନେଟରଙ୍କ ପତ୍ନୀଙ୍କ ଜନ୍ମଦିନ ଥିଲା । ମାତ୍ର ସେହିଦିନ ସିନେଟର ହାଓଡି ମୋଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେଉଁ କାରଣରୁ ଖୁବ୍ ସରଳତାର ସହ ସିନେଟର ପତ୍ନୀଙ୍କୁ କ୍ଷମା ମାଗିଥିଲେ ପିଏମ । ଏହାସହ ସେ ତାଙ୍କୁ ଜନ୍ମଦିନର ଶୁଭକାମନା ମଧ୍ୟ ଦେଇଥିଲେ ।

Intro:Body:

SDv

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.