ETV Bharat / international

ନ୍ୟୁୟର୍କକୁ ଗ୍ରାସୁଛି କୋରୋନା, 24 ଘଣ୍ଟାରେ 518 ମୃତ - ନ୍ୟୁୟର୍କରେ 24 ଘଣ୍ଟାରେ 518 ମୃତ

କୋରୋନା କବଳରେ ନ୍ୟୁୟର୍କ ସିଟି । ଦିନ ବଢିବା ସହ ବଢୁଛି ମୃତକଙ୍କ ସଂଖ୍ୟା । 24 ଘଣ୍ଟାରେ ଗଡୁଛି ହଜାର ହଜାର ମୁଣ୍ଡ । ଗତ ଗୁରୁବାର 518 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ନ୍ୟୁୟର୍କକୁ ଗ୍ରାସୁଛି କୋରୋନା, 24 ଘଣ୍ଟାରେ 518 ମୃତ

author img

By

Published : Apr 10, 2020, 11:43 AM IST

ୱାଶିଂଟନ: ଆମେରିକାରେ ତାଣ୍ଡବ ରଚୁଛି ମହାମାରୀ । ଦିନକୁ ଦିନ କ୍ଷୀପ୍ର ଗତିରେ ବଢି ଚାଲିଛି ମୃତକଙ୍କ ସଂଖ୍ୟା । ଆମେରିକାର ନ୍ୟୁୟର୍କ ସହର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଗୁରୁବାର 24 ଘଣ୍ଟାରେ 518 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏବେ ମୃତକଙ୍କ ସଂଖ୍ୟା 7,521ରେ ପହଞ୍ଚିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ନ୍ୟୁୟର୍କରେ 87,725 ଜଣ କୋରୋନା ଆକ୍ରନ୍ତ ହୋଇଥିବା ବେଳେ 4,778 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ତେବେ ଆମେରିକାରେ ମୋଟ 4 ଲକ୍ଷ 50 ହଜାର ଲୋକ ଆକ୍ରାନ୍ତ ହୋଇଥିବା ବେଳେ 16 ହଜାର 498 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଯାହା ଆମେରିକାର ସରକାରଙ୍କର ଚିନ୍ତା ବଢାଇ ଦେଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.