ETV Bharat / international

ବିମାନ ଯାତ୍ରା ସମୟରେ ମାସ୍କ ବାଧ୍ୟତାମୂଳକ କଲା ୟୁଏସ ଏୟାରଲାଇନ୍ସ - ବିମାନ ଯାତ୍ରା ସମୟରେ ମାସ୍କ ବାଧ୍ୟତାମୂଳକ କଲା ୟୁଏସ ଏୟାରଲାଇନ୍ସ

ଆମେରିକା ଏୟାରଲାଇନ୍ସ ଯାତ୍ରୀ ମାନଙ୍କୁ ବିନା ମାସ୍କରେ ବିମାନ ଭିତରକୁ ପ୍ରବେଶ କରିବା ଉପରେ ଲଗାଇଲା ରୋକ । ଅଧିକ ପଢନ୍ତୁ...

ବିମାନ ଯାତ୍ରା ସମୟରେ ମାସ୍କ ବାଧ୍ୟତାମୂଳକ କଲା ୟୁଏସ ଏୟାରଲାଇନ୍ସ

author img

By

Published : Jul 25, 2020, 10:29 PM IST

ୱାଶିଂଟନ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଭାବେ ବିବେଚିତ ଆମେରିକା କୋରୋନା ମହାମାରୀ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି । କୋରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବାକୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହାକୁ ଦୃଷ୍ଟିରେ ରଖି ୟୁଏସ ଏୟାରଲାଇନ୍ସ ଘୋଷଣା କରିଛି ଯେ, ଯାତ୍ରୀମାନେ ଫେସ ମାସ୍କ ପିନ୍ଧିବାକୁ ବାଧ୍ୟ । ଆମେରିକୀୟ, ଡେଲଟା, ସାଉଥଓ୍ବେଷ୍ଟ ଏବଂ ୟୁନାଇଟେଡ ଏୟାରଲାଇନ୍ସ ଦ୍ୱାରା ଏହି ଘୋଷଣା କରାଯାଇଛି।

ୱାଶିଂଟନ ପୋଷ୍ଟ ଏକ ରିପୋର୍ଟରେ ଦର୍ଶାଇଛି ଯେ, ନୂତନ ନିୟମ ଅନୁଯାୟୀ, ଦୁଇ ବର୍ଷରୁ କମ ପିଲାମାନଙ୍କୁ ମାସ୍କ ପିନ୍ଧିବାକୁ ଦିଆଯିବ ନାହିଁ। ତେବେ ଆମେରିକୀୟ ଏୟାରଲାଇନ୍ସକୁ ମାସ୍କ ସମ୍ବନ୍ଧରେ ନିୟମ ସ୍ଥିର କରିବାକୁ ଅନୁମତି ଦିଆଯାଇଛି । ଏହା ପରେ ସେ ନିଜ ଯାତ୍ରୀଙ୍କ ପାଇଁ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରିଛନ୍ତି।

ୱାଶିଂଟନ ପୋଷ୍ଟ ଡେଲ୍ଟାର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଡ ବାସ୍ଟିୟନଙ୍କ ଉଦ୍ଦେଶ୍ୟରେ କହିଛି ଯେ, ଏୟାରଲାଇନ୍ସ ମାସ୍କ ପିନ୍ଧିବାକୁ ମନା କରିବାରି ଅତି କମରେ 100 ଜଣ ଲୋକଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି । ତେବେ ଯଦି ବିମାନ ଯାତ୍ରୀଙ୍କ ମାସ୍କ ନଥାଏ ତେବେ ସେମାନଙ୍କୁ ମାଗଣାରେ ମାସ୍କ ଦିଆଯିବ ବୋଲି ଏୟାରଲାଇନ୍ସ କହିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.