ETV Bharat / international

କୋରୋନା ମହାମାରୀ ମଧ୍ୟରେ ବିଶ୍ବର ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛି ଚୀନ୍: ଆମେରିକା

ଆମେରିକାର ଜଣେ ବରିଷ୍ଠ ରାଜନିତିଜ୍ଞ କହିଛନ୍ତି ଭାରତ ସୀମା ସମେତ ଅନେକ ଦିଗରେ ଚୀନ ଦ୍ବାରା କରାଯାଉଥିବା ହରକତରୁ ଲାଗୁଛି ଚୀନ ଫାଇଦା ଉଠାଇବା ଇରାଦାରେ ଅଛି । ଏଥିସହ ସେ କହିଛନ୍ତି ବେଜିଂର ଏହା ଅନୁମାନ ଯେ ବିଶ୍ବରେ କୋରୋନା ମହାମାରୀ କାରଣରୁ ବିଶ୍ବର ଧ୍ୟାନ ହଟାଇବା ଏହାର ଫାଇଦା ଉଠାଇପାରେ ।

author img

By

Published : Jun 19, 2020, 3:20 PM IST

_corona
କୋରୋନା ମହାମାରୀ ମଧ୍ୟରେ ବିଶ୍ବର ଧ୍ୟାନ ଭଟକାଇବାକୁ ଚେଷ୍ଟା କରୁଛି ଚୀନ୍

ୱାଶିଂଟନ୍: ଆମେରିକାର ଜଣେ ବରିଷ୍ଠ ରାଜନିତିଜ୍ଞ କହିଛନ୍ତି ଭାରତ ସୀମା ସମେତ ଅନେକ ଦିଗରେ ଚୀନ ଦ୍ବାରା କରାଯାଉଥିବା ହରକତରୁ ଲାଗୁଛି ଚୀନ ଫାଇଦା ଉଠାଇବା ଇରାଦାରେ ଅଛି । ଏଥିସହ ସେ କହିଛନ୍ତି ବେଜିଂର ଏହା ଅନୁମାନ ଯେ ବିଶ୍ବରେ କୋରୋନା ମହାମାରୀ କାରଣରୁ ବିଶ୍ବର ଧ୍ୟାନ ହଟାଇବା ଏହାର ଫାଇଦା ଉଠାଇପାରେ ।

ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମାମଲାର ସହାୟକ ମନ୍ତ୍ରୀ ଡେଭିଡ ଷ୍ଟିଲୱେଲ ଏହା ମଧ୍ୟ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରଶାସନ ଭାରତ ଏବଂ ଚୀନର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

ଷ୍ଟିଲୱେଲ କହିଛନ୍ତି, ଚୀନ୍ ଅନେକ ଦିଗରେ ଏହା କରିବାର କାରଣ ହୋଇପାରେ । କାରଣ ବେଜିଂକୁ ଲାଗୁଛି ଚୀନ ବିଶ୍ବର ଧ୍ୟାନ ହଟାଉଛି । କାରଣ ବର୍ତ୍ତମାନ ସମଗ୍ର ଦେଶ କୋରୋନାରୁ ନିଜ ଲୋକଙ୍କ ଜୀବନ ବଞ୍ଚାଇବା ଉପରେ ବେଶି ଧ୍ୟାନ ଦେଉଛି । ସେଥିପାଇଁ ଏହି ସମୟର ଫାଇଦା ଉଠାଇବା ପାଇଁ ଚୀନ ଏପରି କରୁଛି ।

ଭାରତ ସମେତ ପଡୋଶୀ ଦେଶମାନଙ୍କ ସହ ଚୀନର ଆକ୍ରମଣ ଉପରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି, ମୁଁ ଏହା ଉପରେ ସରକାରଙ୍କ ଅଧିକାରୀଙ୍କ ଆଭିମୁଖ୍ୟ ସ୍ପଷ୍ଟ କରୁନାହିଁ । କିନ୍ତୁ ସାର୍ବଜନିକ ଆଧାରରେ ଏଭଳି କରିବାର ଅନେକ ସ୍ପଷ୍ଟୀକରଣ ରହିଛି । ଷ୍ଟିଲୱେଲ କହିଛନ୍ତି ଯେ ଆମେ ଭାରତ-ଚୀନ ସୀମା ବିବାଦ ଉପରେ ଆମେ କଡା ନଜର ରଖିଛୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.