ETV Bharat / international

ଆମେରିକାରେ ବିକ୍ଷୋଭ, ଘୁଞ୍ଚିଲା ଆଣ୍ଡ୍ରଏଡ 11 ବେଟା ଲଞ୍ଚିଂ - ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌

ଆମେରିକାରେ ବଢିବାରେ ଲାଗିଛି ବିକ୍ଷୋଭ ପ୍ରଭାବ । ପୋଲିସ ହେପାଜତରେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ନେଇ ଅଧିକାଂଶ ସହରରେ ବର୍ତ୍ତମାନ ଜଳୁଛି ବିରୋଧର ନିଆଁ । ଏମିତି ପରିସ୍ଥିତି ଦେଖି ଗୁଗୁଲ ନିଜ ଆଣ୍ଡ୍ରଏଡ 11 ବେଟା ଭର୍ସନ ଲଞ୍ଚିଂକୁ ସ୍ଥଗିତ କରିଛି ।

android 11 beta launching, google, latest technology news, google latest news, ଆଣ୍ଡ୍ରଏଡ 11 ବେଟା ଲଞ୍ଚିଂ, ଗୁଗୁଲ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌, ଗୁଗୁଲ ଲାଟେଷ୍ଟ ନ୍ୟୁଜ୍‌
ଆମେରିକାରେ ବିକ୍ଷୋଭ, ଘୁଞ୍ଚିଲା ଆଣ୍ଡ୍ରଏଡ 11 ବେଟା ଲଞ୍ଚିଂ
author img

By

Published : Jun 1, 2020, 12:31 AM IST

ସାନ ଫ୍ରାନ୍ସିସ୍କୋ: ଆମେରିକାରେ ବଢିବାରେ ଲାଗିଛି ବିକ୍ଷୋଭ ପ୍ରଭାବ । ପୋଲିସ ହେପାଜତରେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ନେଇ ଅଧିକାଂଶ ସହରରେ ବର୍ତ୍ତମାନ ଜଳୁଛି ବିରୋଧର ନିଆଁ । ଏମିତି ପରିସ୍ଥିତି ଦେଖି ଗୁଗୁଲ ନିଜ ଆଣ୍ଡ୍ରଏଡ 11 ବେଟା ଭର୍ସନ ଲଞ୍ଚିଂକୁ ସ୍ଥଗିତ କରିଛି । ଜୁନ 3ରେ ଏହାର ଲଞ୍ଚିଂ ନେଇ ପୂର୍ବରୁ ଗୁଗୁଲ ଘୋଷଣା କରିଥିବା ସତ୍ତ୍ବେ ବିକ୍ଷୋଭ ଯୋଗୁଁ ଏହାକୁ ଶେଷ ସମୟରେ ପରିବର୍ତ୍ତନ କରାଯାଇଛି । ଏନେଇ ରବିବାର ସ୍ପଷ୍ଟ କରିଛି ଟେକ ଜଏଣ୍ଟ ଗୁଗୁଲ ।

ତେବେ ଲଞ୍ଚ ହେବାକୁ ଥିବା ଆଣ୍ଡ୍ରଏଡ 11କୁ ନେଇ ଗୁଗୁଲ ଅନେକ ଆଶାବାଦୀ ଥିବା ବେଳେ ଦେଶର ସ୍ଥିତି ନେଇ ନିଜ ଖୁସିରେ ରୋକ ଲଗାଇଛି କମ୍ପାନୀ । ହେଲେ ଆଗାମୀ ଲଞ୍ଚିଂ ତାରିଖ ନେଇ କମ୍ପାନୀ ଏଯାବତ୍‌ କିଛି ସ୍ପଷ୍ଟ ସୂଚନା ଦେଇନି । ସେପଟେ ମିନେସୋଟା ରାଜ୍ୟପାଳ ଟିମ ୱାଲଜ ଜାତୀୟ ସୁରକ୍ଷୀକର୍ମୀଙ୍କୁ ସମ୍ପୂର୍ଣ୍ଣ ଆଲର୍ଟ ରଖିବା ସହ ଦେଶରେ 4ଦିନ ଧରି ଲାଗି ରହିଥିବା ବିକ୍ଷୋଭ ପ୍ରତି ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.