ETV Bharat / international

ସୁସ୍ଥ ହେଉଛନ୍ତି ବୋରିସ, ସ୍ବାସ୍ଥ୍ୟକର୍ମୀଙ୍କୁ ଦେଲେ ଶ୍ରେୟ - covid 19 attack

ସୁସ୍ଥ ହେଉଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ତାଙ୍କର ସୁସ୍ଥ ହେବାର ଶ୍ରେୟ ସେ ହସ୍ପିଟାଲର ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଦେଇଛନ୍ତି । ଅଧିକ ପଢନ୍ତୁ...

Boris Johnson
ଫାଇଲ ଫଟୋ
author img

By

Published : Apr 12, 2020, 6:45 PM IST

ଲଣ୍ଡନ: ଧିରେ ଧିରେ ସୁସ୍ଥ ହେଉଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ବର୍ତ୍ତମାନ ତାଙ୍କୁ ଆଇସିୟୁରୁ ବାହାର କରାଯାଇ ଚିକିତ୍ସା କରାଯାଉଛି । ପ୍ରାୟ ଗୋଟିଏ ସପ୍ତାହ ହେବ ସେ ଲଣ୍ଡନର ଥୋମାସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

କୋରୋନା ପଜିଟିଭ ପରେ ଏପ୍ରିଲ 6 ତାରିଖରେ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏପ୍ରିଲ 9ତାରିଖରେ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ଆଇସିୟୁରୁ ବାହାର କରାଯାଇଥିଲା । ତାଙ୍କର ସୁସ୍ଥ ହେବାର ଶ୍ରେୟ ସେ ହସ୍ପିଟାଲର ସମସ୍ତ ସ୍ବାସ୍ଥ୍ୟ କର୍ମୀଙ୍କୁ ଦେଇଛନ୍ତି ।

ବର୍ତ୍ତମାନ ବ୍ରିଟେନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 79 ହଜାରରୁ ଊର୍ଦ୍ଧ୍ବ ଥିବା ବେଳେ 10ହଜାର ଲୋକଙ୍କ ମୁଣ୍ଡ ନେଲାଣି କୋରୋନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.