ETV Bharat / international

ବସରେ ଲାଗିଲା ନିଆଁ: 20 ମୃତ, 10ରୁ ଊର୍ଦ୍ଧ୍ୱ ଆହତ

ପେରୁର ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ଏକ ଅବୈଧ ପରିବହନ ଟର୍ମିନାଲରେ ଗୋଟିଏ ବସରେ ନିଆଁ ଲାଗିବା କାରଣରୁ 20 ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ 10ରୁ ଅଧିକ ଲୋକେ ଆହତ ହୋଇଛନ୍ତି ।

author img

By

Published : Apr 1, 2019, 6:40 PM IST

Updated : Apr 1, 2019, 10:44 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଲିମା: ପେରୁର ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ଏକ ଅବୈଧ ପରିବହନ ଟର୍ମିନାଲରେ ଗୋଟିଏ ବସରେ ନିଆଁ ଲାଗିବା କାରଣରୁ 20 ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ 10ରୁ ଅଧିକ ଲୋକେ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ରବିବାର ସନ୍ଧ୍ୟା ପ୍ରାୟ 7.30 ମିନିଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ବସରେ ଥିବା 20 ମୃତ ଯାତ୍ରୀ ଏହାର ପଛ ପାର୍ଶ୍ବରେ ଫସି ରହିଥିଲେ । ଯେଉଁ କାରଣରୁ ସେମାନେ ଠିକ୍ ସମୟରେ ବାହାରି ପାରିନଥିଲେ । ଏବେ ମଧ୍ୟ ଏମାନଙ୍କର ମୃତ ଶରୀରର ବସ୍ ଭିତରେ ରହିଛି ।

ତେବେ ଏପର୍ଯ୍ୟନ୍ତ ବସରେ ସର୍ବମୋଟ କେତେ ଯାତ୍ରୀ ଥିଲେ, ଏହାର ସୂଚନା ମିଳିପାରିନାହିଁ ।

Intro:Body:Conclusion:
Last Updated : Apr 1, 2019, 10:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.