ETV Bharat / international

ଆମେରିକାରେ ଗୁଳିକାଣ୍ଡ: 2 ମୃତ, 20 ଆହତ

author img

By

Published : May 30, 2021, 7:19 PM IST

ଆମେରିକାର ଫ୍ଲୋରିଡାରେ ଗୁଳିକାଣ୍ଡ । 2 ଜଣଙ୍କ ମୃତ୍ୟୁ । 20 ଆହତ । ଅଧିକ ପଢନ୍ତୁ...

ଆମେରିକାରେ ଗୁଳିକାଣ୍ଡ; 2 ମୃତ, 20 ଆହତ
ଆମେରିକାରେ ଗୁଳିକାଣ୍ଡ; 2 ମୃତ, 20 ଆହତ

ୱାଶିଂଟନ: ଆମେରିକାରେ ଗୁଳିକାଣ୍ଡ ନେଇ ସାମ୍ନାକୁ ଆସିଛି ଖବର । ଏଠାରେ ହୋଇଥିବା ଗୁଳିକାଣ୍ଡରେ 2 ଜଣଙ୍କ ମୃତ୍ୟୁ ହୋଇଯାଇଛି । ଅନ୍ୟପକ୍ଷେ ଘଟଣାରେ 20ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି ।

ଫ୍ଲୋରିଡାର ହିଲିୟାହ ସ୍ଥିତ ବିଲିୟର୍ଡସ କ୍ଲବ ବାହାରେ ଏହି ଗୁଳିକାଣ୍ଡ ଘଟିଛି । ସୂଚନା ଅନୁଯାୟୀ, ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 20ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । 3 ଜଣ ଦୃବୁର୍ତ୍ତ ଏହି ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଭିଡରେ 3 ଜଣ ଆଖିବୁଜା ଗୁଳି ଚଳାଇଥିଲେ । ମିୟାମି-ଡେଡ ପୋଲିସର ବୟାନ ଦେଇଛି ଅଭିଯୁକ୍ତଙ୍କ ଖୋଜିବା ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.