ETV Bharat / international

ଟେକ୍ସାସ ୟୁନିଭର୍ସିଟିରେ ଗୁଳିକାଣ୍ଡ, 2 ମୃତ - Texas university

ଆମେରିକାର ଟେକ୍ସାସ ୟୁନିଭର୍ସିଟିରେ ସୋମବାର ଗୁଳିକାଣ୍ଡ ଘଟି 2 ଜଣ ଲୋକଙ୍କ ମୃତ୍ୟୁ ହୋଇଛି ।

2 killed, 1 injured in Texas university shooting
ଟେକ୍ସାସ ୟୁନିଭର୍ସିଟିରେ ଗୁଳିକାଣ୍ଡ, 2 ମୃତ
author img

By

Published : Feb 4, 2020, 9:47 AM IST

ଟେକ୍ସାସ: ଆମେରିକାର ଟେକ୍ସାସ ୟୁନିଭର୍ସିଟିରେ ସୋମବାର ଗୁଳିକାଣ୍ଡ ଘଟିଛି । ଏଥିରେ 2 ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ 2 ଜଣ ମହିଳା ରହିଥିବାବେଳେ ଆହତ ଜଣକ ଶିଶୁ ରହିଛନ୍ତି ।

ଏହି ଗୁଳିକାଣ୍ଡ ୟୁନିଭର୍ସିଟିର ଆପ୍ଲାଏଡ ଓ ମ୍ୟାଥମେଟିକାଲ କମର୍ସ କ୍ୟାମ୍ପସରେ ସଂଘଟିତ ହୋଇଛି । ତେବେ ଗୁଳିକାଣ୍ଡର କାରଣ ଜଣାପଡିନାହିଁ ।

Intro:ଦୁଇ ଦିନ ଧରି ଅନୁଗୋଳ ଜିଲା ବାମୁର ରେ ପାଳିତ ହେଲା ଗାନ୍ଧୀ ଜୟନ୍ତୀ ସମାରୋହ। ଗାନ୍ଧୀବାଦ, ଗାନ୍ଧୀ ଦର୍ଶନ ଓ ଗାନ୍ଧି ଚିନ୍ତନ ଦ୍ଵାରା ଅନୁପ୍ରାଣୀତ ହୋଇ ସ୍ୱଚ୍ଛ,ନିଶାମୁକ୍ତ, ସୁସ୍ଥ ସମାଜ ଗଠନ ପାଇଁ ଆହ୍ୱାନ । Body:ଅନୁଗୋଳ ଜିଲ୍ଲ‍ା କିଶୋରନଗର ବାମୁର ଠାରେ ମହାତ୍ମା ଗାନ୍ଧୀ ସ୍ମୃତି ପରିଷଦ ତରଫରୁ ଆୟୋଜିତ ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ ସମାରୋହ ଦୁଇ ଦିନ ବ୍ୟାପୀ ପାଳିତ ହୋଇଛି । ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଆୟୋଜିତ ଉତ୍ସବ ରେ ବିଧାନ ସଭା ଉପବାଚଷ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଗାନ୍ଧୀବାଦ, ଗାନ୍ଧୀ ଦର୍ଶନ ଓ ଗାନ୍ଧି ଚିନ୍ତନ ଦ୍ଵାରା ଅନୁପ୍ରାଣୀତ ହୋଇ ସ୍ୱଚ୍ଛ,ନିଶାମୁକ୍ତ, ସୁସ୍ଥ ସମାଜ ଗଠନ ଉପରେ ଏହି କଯ୍ୟକ୍ରମ ରେ ଯୋଗ ଦେଇଥିବା ଅତିଥି ମାନେ ନିଜ ନିଜ ମତ ଦେଇଥିଲେ । ଏହି ଅବସରରେ ଡାକବିଭାଗ ପକ୍ଷରୁ ଏକ ଡାକ ଲଫପା ର ଉନ୍ମୋଚନ ହୋଇ ଥିଲା । ଏହି ଦୁଇ ଦିନିଆ କଯ୍ୟକ୍ରମରେ ମହାତ୍ମା ଙ୍କ ଫଟୋ ଚିତ୍ର ଥିବା ବିଭିନ୍ନ ଡାକଟିକଟ ସଂଗୃହୀତ ହୋଇ ପଦର୍ଶିତ ହୋଇ ଥିଲା ।Conclusion:କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲାପାଳ ମନୋଜ କୁମାର ମହାନ୍ତି , ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ଡାକ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇ ଥିଲେ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.