ETV Bharat / international

ଆଫ୍ରିକାରେ ଡୋଗନ ଆଟାକ୍‌, 130 ମୃତ - ଆଫ୍ରିକାରେ ଆକ୍ରମଣ

ଡୋଗନ ଗ୍ରୁପ ପଶ୍ଚିମ ଆଫ୍ରିକାର ଏକ ଭୟଙ୍କର ଆଦିମ ଅଧିବାସୀ ଜାତି। ଏମାନେ ଅନେକ ସମୟରେ ଆଫ୍ରିକାର ସୀମାରେ ଥିବା ଗାଁ ଉପରେ ଆକ୍ରମଣ କରିଥାନ୍ତି ।

ଫାଇଲ ଫଟୋ
author img

By

Published : Mar 25, 2019, 10:39 AM IST

ମାଲି(ପଶ୍ଚିମ ଆଫ୍ରିକା): ‌କେନ୍ଦ୍ରୀୟ ମାଲିରେ ଭୟଙ୍କର ଆକ୍ରମଣ ହୋଇଛି। ଡୋଗନ ଗ୍ରୁପର ଉଗ୍ରବାଦୀ ଏହି ଆକ୍ରମଣ କରିଛନ୍ତି । ଫଳରେ ଏଥିରେ ଗୋଟିଏ ଗାଁର 115 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସରକାରୀ ସୂଚନାନୁସାରେ ଶନିବାର ଏହି ଆକ୍ରମଣ ବଙ୍କାସ ଜିଲ୍ଲାର ଓଗୋସାଗୋଉ ଗ୍ରାମରେ ହୋଇଛି। ତେବେ ଘଟଣାସ୍ଥଳରୁ 134ଟି ଶବ ଉଦ୍ଧାର ହୋଇଥିବା ସୂଚନା ରହିଛି । ଏଥିରୁ 115 ଜଣ ଉକ୍ତ ଗ୍ରାମର ବୋଲି ଚିହ୍ନଟ ହୋଇଛି । ଏମାନଙ୍କ ବ୍ୟତୀତ 51 ଜଣ ଏହି ଆକ୍ରମଣରେ ଆହତ ହୋଇଥିବା ଜଣାପଡିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଶନିବାର ସନ୍ଧ୍ୟାରେ ଏହି ଆକ୍ରମଣ ହୋଇଥିଲା । ଏଥିରେ ଗ୍ରାମ ମୁଖିଆ ମଧ୍ୟ ପ୍ରାଣ ହରାଇଛନ୍ତି। ଏହାସହ ମୃତକଙ୍କ ମଧ୍ୟରେ ଗର୍ଭବତୀ ମହିଳା, ଶିଶୁ ଓ ବୟସ୍କ ବ୍ୟକ୍ତି ଥିବା ଜଣାପଡିଛି । ଫୁଲାନି ବାସିନ୍ଦାଙ୍କ ଉପରେ ଡୋଗନ ଗ୍ରୁପ ଏହି ଆକ୍ରମଣ କରିଥିଲା । ଡୋଗନ ଗ୍ରୁପ ପଶ୍ଚିମ ଆଫ୍ରିକାର ଏକ ଭୟଙ୍କର ଆଦିମ ଅଧିବାସୀ ଜାତି । ଏମାନେ ଅନେକ ସମୟରେ ଆଫ୍ରିକାର ସୀମାରେ ଥିବା ଗାଁ ଉପରେ ଆକ୍ରମଣ କରିଥାନ୍ତି।

ଏହି ଆକ୍ରମଣ ସମୟରେ ଡୋଗନ ଆକ୍ରମଣକାରୀ ବଡ ବଡ ଛୁରୀ, ଶାବଳ ଓ ଧନୁ ତୀର ବ୍ୟବହାର କରିଥିଲେ ବୋଲି ସୂଚନା ରହିଛି । ଘଟଣାରେ ମିଳିତ ଜାତିସଙ୍ଘ ଉଦବେଗ ପ୍ରକାଶ କରିବା ସହ ଏହାର ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନରେ ଯାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହି ଜିଲ୍ଲାରେ ସବୁବେଳେ ଗୋଷ୍ଠୀ ସଙ୍ଘର୍ଷ ଚାଲିଥାଏ।

ଭୁବନେଶ୍ୱର () ପ୍ରଥମ ପର୍ଯ୍ୟାୟ ଓ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବାକି ଥିବା ଆହୁରି 9ଟି ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ପ୍ରକାଶ ହୋଇନି । ଆଜି ଯେକୌଣସି ସମୟରେ ଏହି 9ଟି ଆସନ ସହ ତୃତୀୟ ପର୍ଯ୍ୟାୟର କିଛି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହେବାର ସମ୍ଭାବନା ରହିଛି । କାରଣ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟର ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ 26 ତାରିଖ ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ । 

ସେପଟେ କଂଗ୍ରେସ ଦୁଇଟି ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଅସନ୍ତୋଷ ପ୍ରକାଶ କରି ଲକ୍ଷ୍ମୀପୁର ଆଶାୟୀ ରାଜେନ୍ଦ୍ର ହୋଇକାସ ଏବଂ ସୁନ୍ଦରଗଡ଼ କଂଗ୍ରେସ ଆଶାୟୀ ଜଟିଆ ମୁଣ୍ଡା ଆଜି ବିଜେଡିରେ ଯୋଗ ଦେଇଛନ୍ତି । ସେପଟେ ରାଜ୍ୟର ଦୁଇ ସୁନାମଧନ୍ୟ ଯାତ୍ରା କଳାକାର ଅନନ୍ତ ବରାଳ ଓ ତାଙ୍କ ପତ୍ନୀ ଲିପି ବରାଳ ମଧ୍ୟ ବିଜେଡିରେ ଯୋଗଦେବା ସହ ଯାଜପୁର ଜିଲ୍ଲାର ଯେକୌଣସି ଆସନରୁ ପ୍ରାର୍ଥୀ ହବାକୁ ଆଶାୟୀ ଅଛନ୍ତି । 
ବାଇଟ - ରାଜେନ୍ଦ୍ର ହୋଇକାସ, କଂଗ୍ରେସ ନେତା
ବାଇଟ - ଜଟିଆ ମୁଣ୍ଡା, କଂଗ୍ରେସ ନେତା
ବାଇଟ - ଅନନ୍ତ ବରାଳ, ଯାତ୍ରା କଳାକାର
ବାଇଟ - ଲିପି ବରାଳ, ଯାତ୍ରା କଳାକାର

All bytes and visual sent in LiveU
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.