ETV Bharat / entertainment

Tejas X review, box office day 1: ପରଦାରେ ବାୟୁସେନାଙ୍କ କାହାଣୀ, ପ୍ରଥମ ଦିନରେ ଏତିକି କଲେକ୍ସନ

author img

By ETV Bharat Odisha Team

Published : Oct 27, 2023, 2:09 PM IST

ଆଜି ପରଦାକୁ ଆସିଲା କଙ୍ଗନା ରାଣାୱତଙ୍କ ଫିଲ୍ମ ତେଜସ । ଫିଲ୍ମକୁ ନେଇ ବର୍ତ୍ତମାନ ଦର୍ଶକ ନିଜ ପ୍ରତିକ୍ରିୟା ଦେଇଥିବା ବେଳେ ପ୍ରଥମ ଦିନରେ ଏହା ଏତେ ଭଲ ପ୍ରଦର୍ଶନ କରିନଥିବା ଜଣାପଡିଛି । ଅଧିକ ପଢନ୍ତୁ

ପରଦାରେ ବାୟୁସେନାଙ୍କ କାହାଣୀ, ପ୍ରଥମ ଦିନରେ ଏତିକି କଲେକ୍ସନ

ହାଇଦ୍ରାବାଦ: ବଲିଉଡ କୁଇନ କଙ୍ଗନା ରାଣାୱତଙ୍କ ଫିଲ୍ମ ତେଜସ ଆଜି ଅର୍ଥାତ୍ ଅକ୍ଟୋବର ୨୭ରେ ରିଲିଜ ହୋଇଛି । ଫିଲ୍ମରେ କଙ୍ଗନା ବାୟୁସେନା ପାଇଲଟ ଭୂମିକାରେ ନଜର ଆସିଛନ୍ତି । ତେବେ ଫିଲ୍ମକୁ ନେଇ ଲୋକେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇଛନ୍ତି । ଦେଶଭକ୍ତି ଭରା ଏହି ଫିଲ୍ମର ଆକ୍ସନ ଅନେକ ଜଣଙ୍କୁ ପସନ୍ଦ ଆସିଥିବା ବେଳେ ଅନେକ ଜଣଙ୍କୁ ପସନ୍ଦ ଆସୁନାହିଁ । ସେପଟେ ପ୍ରଥମ ଦିନରେ ବକ୍ସ ଅଫିସରେ ଫିଲ୍ମ ୨କୋଟି ଆୟ କରିବାରେ ବି ଅସମର୍ଥ ରହିଛି । ଯାହାକୁ ଦେଖି ଅନୁମାନ କରାଯାଉଛି ଯେ, ତେଜସ ଭଲ ପ୍ରଦର୍ଶନ କରିନାହିଁ ।

ତେଜସ ଏକ୍ସ ସମୀକ୍ଷା:

ସୋସିଆଲ ମିଡିଆରେ ଏକ୍ସରେ ଅନେକ ଦର୍ଶକ ଫିଲ୍ମକୁ ନେଇ ନିଜ ପ୍ରତିକ୍ରିୟା ଦେଉଛନ୍ତି । ଅନେକ ଜଣ କଙ୍ଗନାଙ୍କ ଲୁକ ଏବଂ ଆକ୍ସନକୁ ପସନ୍ଦ କରିଛନ୍ତି । ସେହିପରି ଅନେକ ତାଙ୍କ ପରଫରର୍ମାନ୍ସକୁ ଏବଂ ଫିଲ୍ମର ଭିଏଫଏକ୍ସକୁ ନେଇ ସମାଲୋଚନା କରିଛନ୍ତି । ଜଣେ ଲେଖିଛନ୍ତି, ମୁଁ କେବେ ଭାବି ନଥିଲି ଯେ ଏପରି ଏକ ଚଳଚ୍ଚିତ୍ର ଆସିବ ଯେଉଁଥିରେ ଆଦିପୁରୁଷ ଅପେକ୍ଷା ସବୁଠାରୁ ଖରାପ VFX ରହିବ କିନ୍ତୁ କଙ୍ଗନା ରାଣାୱତଙ୍କ ତେଜସ ଏହା ସମ୍ଭବ ବୋଲି ପ୍ରମାଣ କରିଛି । ବଲିଉଡ ଚଳଚ୍ଚିତ୍ରରେ ସବୁଠାରୁ ଖରାପ VFX । ଏହା ସେତେବେଳେ ହେଉଛି ଯେତେବେଳେ ଆପଣ କାହାଣୀ ଛାଡି ଦେଶଭକ୍ତି ଉପରେ ଲକ୍ଷ୍ୟ ରଖିବେ ।

  • I never thought that there will come a movie that will have worst VFX than #Adipurush but #KanganaRanaut's #Tejas proved its possible. Worst VFX in a Bollywood movie. This is what happens when you don't give a f**k about story and only aim to encash on Deshbhakti. #TejasReview

    — Storeels (@storeels) October 27, 2023 " class="align-text-top noRightClick twitterSection" data=" ">

ଆଉ ଜଣେ ଲେଖିଛନ୍ତି, ମୁଁ ଆଜି ତେଜସ ଦେଖିଲି । ମୁଁ ଜାଣିପାରିଲି ନାହିଁ କଙ୍ଗନା କାହିଁକି ଏହି ମୁଭି କଲେ । VFX ବହୁତ ଖରାପ । କୌଣସି ସଂଳାପ ସମୟ ସହ ମେଳ ଖାଉ ନାହିଁ । ମୁଁ କହିବି, ଏହି ଚଳଚ୍ଚିତ୍ରରୁ ଦୂରେଇ ରୁହ । ଅନ୍ୟ ଜଣେ ଲେଖିଛନ୍ତି, ମୁଁ କଙ୍ଗନାଙ୍କୁ ଯେତିକି ପସନ୍ଦ କରେ । ଫିଲ୍ମ ତେଜସ ଦେଖି ସେତିକି ମୋତେ କଷ୍ଟ ଅନୁଭବ ହୋଇଛି । ତେଜସ୍ ଆଉ ଏକ ନିରାଶାଜନକ ଫିଲ୍ମ । ଅନ୍ୟ କେତେକ ଫିଲ୍ମ ଏବଂ କଙ୍ଗନାଙ୍କ ପ୍ରଶଂସାରେ କହିଛନ୍ତି, କଙ୍ଗନାଙ୍କ କ୍ୟାରିଅରର ସବୁଠାରୁ ଭଲ ଫିଲ୍ମ । ସଂଳାପ, ଆକ୍ସନ ବହୁତ ସୁନ୍ଦର ।

  • #TejasReview
    Honestly apart from being a fan of Kangana Tejas is brilliant movie to watch for the real action of our Fighter plane. Kangana is awesome as Tejas Gill and last scene of Shri Ram Mandir Inauguration and the chanting of Jai Shri Ram.
    A must watch of Emotion and… pic.twitter.com/w5QB92fWV3

    — Gareeboo (@GareeboOP) October 27, 2023 " class="align-text-top noRightClick twitterSection" data=" ">

ତେଜସ ବକ୍ସ ଅଫିସ୍ କଲେକ୍ସନ:

ଇଣ୍ଡଷ୍ଟ୍ରି ଟ୍ରାକର ସାକ୍ନିଲ୍କଙ୍କ ପ୍ରାରମ୍ଭିକ ଆକଳନରୁ ଜଣାପଡିଛି ଯେ ତେଜସ୍ ଭାରତୀୟ ବକ୍ସ ଅଫିସରେ ଆଶା ଠାରୁ କମ୍ ଆୟ କରିପାରେ । ଏହାର ପ୍ରଥମ ଦିନରେ ଫିଲ୍ମଟି ପ୍ରାୟ 0.50 କୋଟି ଟଙ୍କା ଆୟ କରିବ ବୋଲି ଆକଳନ କରାଯାଇଛି । ଏହି ସମୟରେ, ଚଳଚ୍ଚିତ୍ରର ଓପନିଂ ଦିନରେ ସକାଳର ଶୋ' ପାଇଁ ହିନ୍ଦୀ ବଜାରରେ ମୋଟ 4.18% ରହିଥିଲା । ତେବେ ଏଥିରୁ ଅନୁମାନ କରାଯାଉଛି ଯେ, ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛି ।

  • #TejasReview - A Delightful Patriot.

    One of the best movie of #KanganaRanaut career , her Acting , her dialogues , her Emotion , her expression is totally mind-blowing

    Direction is top level , Storyline is simply brilliant.

    A Must watch ⭐⭐⭐⭐#Tejas #KanganaRanaut

    — Gaurav singh (@GauravS_vission) October 27, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ତେଜସ ରିଲିଜ ପୂର୍ବରୁ ଶ୍ରୀ ରାମଙ୍କ ଶରଣରେ କଙ୍ଗନା

  • " class="align-text-top noRightClick twitterSection" data="">

ତେଜସ କାହାଣୀ ବିଷୟରେ କହିବାକୁ ଗଲେ,

କଙ୍ଗନା ରାଣାୱତଙ୍କ ଫିଲ୍ମ ତେଜସ୍ ଭାରତୀୟ ବାୟୁସେନା (IAF) ପାଇଲଟ୍ ତେଜସ୍ ଗିଲଙ୍କ ଜୀବନୀ ଯାତ୍ରା ଉପରେ ନିର୍ମିତ ହୋଇଛି । ଯିଏ ଦେଶ ସେବା କରିବାରେ କୌଣସି ଅବସରକୁ ହାତଛଡା କରିନାହାନ୍ତି । ଏହି ଫିଲ୍ମରେ କଙ୍ଗନା ତେଜସ ଗିଲଙ୍କ ଭୂମିକାରେ ବାୟୁସେନା ପାଇଲଟ ଅବତାରରେ ନଜର ଆସିଛନ୍ତି । ଏହି ଫିଲ୍ମ ଆରଏସଭିପି ଦ୍ୱାରା ପ୍ରସ୍ତୁତ କରାଯାଇଛି। ସର୍ଭେଶ ମେଭଡାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁଭାଲାଙ୍କ ଦ୍ୱାରା ନିର୍ମିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.