ETV Bharat / entertainment

ସମୁଦ୍ର ମଝିରେ ଏନ୍‌ଜୟ କରୁଛନ୍ତି ପ୍ରିୟଙ୍କା-ନିକ୍‌, ରୋମାଣ୍ଟିକ ଫଟୋ ଭାଇରାଲ - ପ୍ରିୟଙ୍କା ଚୋପ୍ରା ଇନ୍‌ଷ୍ଟାଗ୍ରାମ

ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଆଜିକାଲି ତାଙ୍କ ସ୍ୱାମୀଙ୍କ ସହ ଏକ ରୋମାଣ୍ଟିକ ମୁହୂର୍ତ୍ତକୁ ଉପଭୋଗ କରୁଛନ୍ତି । ଉଭୟଙ୍କ ଏକ ନୂଆ ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଅଧିକ ପଢନ୍ତୁ

ସମୁଦ୍ର ମଝିରେ ଏନ୍‌ଜୟ କରୁଛନ୍ତି ପ୍ରିୟଙ୍କା-ନିକ୍‌, ରୋମାଣ୍ଟିକ ଫଟୋ ଭାଇରାଲ

author img

By

Published : Jul 12, 2022, 1:07 PM IST

ହାଇଦ୍ରାବାଦ: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଆଜିକାଲି ତାଙ୍କ ସ୍ୱାମୀଙ୍କ ସହ ଏକ ରୋମାଣ୍ଟିକ ମୁହୂର୍ତ୍ତକୁ ଉପଭୋଗ କରୁଛନ୍ତି । ପ୍ରିୟଙ୍କା ଏବଂ ନିକ ଜୋନାସଙ୍କ ଏକ ନୂଆ ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏହି ଫଟୋରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସଙ୍କ ଲଭ୍‌ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଏହି ଫଟୋଗୁଡ଼ିକୁ ସେୟାର କରି ନିକ୍‌ କ୍ୟାପସନ୍‌ରେ 'Magic hour ❤️' ଲେଖିଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋଗୁଡ଼ିକରେ ନିକ ଏବଂ ପ୍ରିୟଙ୍କା ଏକ ୟାଚ୍‌ରେ ଅଛନ୍ତି । ନିକ୍‌ ଏବଂ ପ୍ରିୟଙ୍କାଙ୍କ ବ୍ୟତୀତ ଅନ୍ୟ କେହି ଏଠାରେ ନାହାଁନ୍ତି । ଦମ୍ପତି ଏଠାରେ Magic hour ଉପଭୋଗ କରୁଛନ୍ତି । ସମୁଦ୍ର ମଝିରେ ଏହି ଦମ୍ପତି ପରସ୍ପର ପ୍ରେମରେ ବୁଡି ରହିଥିବା ଦେଖାଯାଇଥିଲା ।

ଲୁକ୍ ବିଷୟରେ କହିବାକୁ ଗଲେ, ନିକ୍ ଏକ କଳା ପୋଷାକରେ ପୂରାପୂରି କୁଲ୍‌ ଲାଗୁଥିବାବେଳେ ପ୍ରିୟଙ୍କା ଚୋପ୍ରା କମଳା ରଙ୍ଗର ଜମ୍ପସୁଟ୍ ପିନ୍ଧିଛନ୍ତି ଏବଂ ଏହା ଉପରେ ଏକ କଳା ଜ୍ୟାକେଟ୍ ପିନ୍ଧିଛନ୍ତି । ଅନେକ ପ୍ରଶଂସକ ପ୍ରିୟଙ୍କ ଏବଂ ନିକ୍‌ଙ୍କ ଯୋଡି ସୁନ୍ଦର ହେବାକୁ କହୁଥିବାବେଳେ ଅନେକ ପ୍ରଶଂସକ ଏହି ଦମ୍ପତିଙ୍କ ପାଇଁ ହାର୍ଟ ଇମୋଜି ସେୟାର କରିଛନ୍ତି । ବଲିଉଡର ସେଲିବ୍ରିଟି ମଧ୍ୟ ଏହି ଫଟୋକୁ ଲାଇକ୍ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.