ETV Bharat / entertainment

ହୃଦୟସ୍ପର୍ଶୀ ମୁହୂର୍ତ୍ତ: ଜ୍ୱାଇଁ ରଣବୀରଙ୍କୁ ଆଲିଙ୍ଗନ କଲେ ଶ୍ୱଶୁର ମହେଶ ଭଟ୍ଟ

author img

By

Published : Apr 16, 2022, 5:00 PM IST

ରଣବୀର କପୁରଙ୍କ ଶ୍ୱଶୁର ଅର୍ଥାତ୍ ମହେଶ ଭଟ୍ଟଙ୍କ ଫଟୋ ଏବେ ଚର୍ଚ୍ଚାରେ ସ୍ଥାନ ପାଇଛନ୍ତି। ଏହି ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ

ବିବାହ ପରେ ଜ୍ୱାଇଁ ରଣବୀରଙ୍କୁ ଆଲିଙ୍ଗନ କଲେ ଶ୍ୱଶୁର ମହେଶ ଭଟ୍ଟ

ମୁମ୍ବାଇ: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ପରେ ଏବେ ସେମାନଙ୍କ ବିବାହ ଆଲବମକୁ ନେଇ ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ବିବାହର ଅନେକ ଫଟୋ ସାମ୍ନାକୁ ଆସୁଛି । ଯେଉଁଥିରେ ଭଟ୍ଟ ଏବଂ କପୁର ପରିବାର ମଧ୍ୟରେ ଏକ ଖାସ୍ ବନ୍ଧନ ଦେଖିବାକୁ ମିଳିଛି। ବିଶେଷକରି ଆଲିଆ ଏବଂ ରଣବୀର ପରସ୍ପରର ପରିବାର ପ୍ରତି ଥିବା ଭଲପାଇବା ବିଷୟରେ ଆଲୋଚନା ହେଉଛି । ପରିବାର ସହିତ ଆଲିଆ-ରଣବୀର ବିବାହ ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି । ଏହି ସମୟରେ ରଣବୀର କପୁରଙ୍କ ଶ୍ୱଶୁର ଅର୍ଥାତ୍ ମହେଶ ଭଟ୍ଟଙ୍କ ଫଟୋ ମଧ୍ୟ ଚର୍ଚ୍ଚାରେ ସ୍ଥାନ ପାଇଛନ୍ତି।

ମହେଶ ଭଟ୍ଟଙ୍କ ବଡ଼ ଝିଅ ପୂଜା ଭଟ୍ଟ ରଣବୀରଙ୍କ ଏହି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଶ୍ୱଶୁର ଏବଂ ଜ୍ୱାଇଁଙ୍କ ମଧ୍ୟରେ ଖାସ୍‌ ବନ୍ଧନ ଦେଖିବାକୁ ମିଳିଛି। ଫଟୋରେ ମହେଶ ଭଟ୍ଟ ରଣବୀର କପୁରଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ଶ୍ୱଶୁର ଏବଂ ଜ୍ୱାଇଁଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଫଟୋରେ ଉଭୟ ରଣବୀର ଏବଂ ମହେଶ ଭଟ୍ଟଙ୍କୁ ଧଳା କୁର୍ତ୍ତାରେ ଦେଖିବାକୁ ମିଳିଛି । ଉଭୟଙ୍କ ଏହି ଫଟୋ ସେୟାର କରି ପୂଜା ଭଟ୍ଟ କ୍ୟାପସନରେ ଲେଖିଛନ୍ତି - 'ଯେତେବେଳେ ହୃଦୟରୁ ଶୁଣିବା ଏବଂ କହିବାର କ୍ଷମତା ଥିବ ସେତେବେଳେ ଶବ୍ଦର ଆବଶ୍ୟକତା କିଛି ନଥାଏ।' ବର୍ତ୍ତମାନ ଅନେକ ୟୁଜର୍ସ ମଧ୍ୟ ଫଟୋକୁ ଲାଇକ କରୁଛନ୍ତି ଏବଂ ସେମାନଙ୍କ ମତାମତ ଦେଉଛନ୍ତି । ୟୁଜର୍ସ ଫଟୋ ଉପରେ ମନ୍ତବ୍ୟ ଦେଇ ନିଜର ଭାବନାକୁ ପ୍ରକାଶ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.