ETV Bharat / entertainment

ଓଲିଉଡରେ ଚାଲିଛି ନିଶା କାରବାର, ଅଭିଯୋଗ କଲା କଳିଙ୍ଗ ସେନା

ଓଲିଉଡରେ ନିଶା କାରବାର ଚାଲିଥିବା ନେଇ ଅଭିଯୋଗ କଲା କଳିଙ୍ଗ ସେନା । ଅଧିକ ପଢନ୍ତୁ

author img

By

Published : Jul 28, 2022, 2:01 PM IST

ଓଲିଉଡରେ ଚାଲିଛି ନିଶା କାରବାର, ଅଭିଯୋଗ କଲା କଳିଙ୍ଗ ସେନା
ଓଲିଉଡରେ ଚାଲିଛି ନିଶା କାରବାର, ଅଭିଯୋଗ କଲା କଳିଙ୍ଗ ସେନା

ଭୁବନେଶ୍ବର: ଓଲିଉଡରେ ଚାଲିଛି କି ନିଶା କାରବାର ? ନିଶା ମାଧ୍ୟମରେ ଷ୍ଟାରଙ୍କୁ କବଳିତ କରିବା ପାଇଁ ବିଛାଯାଇଛି କି ଜାଲ ? ପ୍ରକୃତି ମିଶ୍ର ବାବୁସାନଙ୍କୁ ନିଶା ଦ୍ରବ୍ୟ ଦେଉଥିବା ପତ୍ନୀ ତୃପ୍ତିଙ୍କ ଗଣମାଧ୍ୟମରେ ପ୍ରତିକ୍ରିୟା ପରେ ଏମିତି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିଛି । ଅନ୍ୟ ପଟେ ଓଲିଉଡରେ ନିଶା ଦ୍ରବ୍ୟର ବହୁଳ ବ୍ୟବହାର ହେଉଥିବା ଥାନାରେ ଅଭିଯୋଗ କଲା କଳିଙ୍ଗ ସେନା ।

ନିଶା ଅବସ୍ଥାରେ ଅଭିନେତ୍ରୀ ଅଭିନେତାଙ୍କ ସହ ଅବୈଧ ସମ୍ପର୍କ ରଖୁଛନ୍ତି । ନିଶା ଖାଇ ବାବୁସାନ ମାନସିକ ସନ୍ତୁଳନ ହରାଇଥିବା ଅଭିଯୋଗ କରିଛନ୍ତି କଳିଙ୍ଗ ସେନା ମୁଖ୍ୟ ହେମନ୍ତ ରଥ । ତେଣୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବିରେ ଖାରବେଳନଗର ଥାନାରେ ଏତଲା ଦିଆଯାଇଛି । ଏମିତି କି ରିଆ ଚକ୍ରବର୍ତ୍ତୀଙ୍କ ସହ ପ୍ରକୃତିଙ୍କୁ ତୁଳନା କରିବା ସହ ନିଶା ବ୍ୟବସାୟ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟିଏ ଗ୍ରୁପ ଅଛି, ଚେନ ସିଷ୍ଟମ ଜରିଆରେ ଏହି କାରବାର ଚାଲିଥିବା କହିଛି କଳିଙ୍ଗ ସେନା । ତେଣୁ ତୁରନ୍ତ ମାଷ୍ଟରମାଇଣ୍ଡଙ୍କୁ ଧରିବା ପାଇଁ ଥାନା ଅଧିକାରୀଙ୍କୁ ଭେଟି ଏତଲା ଦେଇଛି କଳିଙ୍ଗ ସେନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.