ETV Bharat / entertainment

ମୋଦିଙ୍କୁ ଭେଟି ଉପହାର ଦେଲେ ଅଭିନେତା ଅନୁପମ ଖେର୍‌, ଜାଣନ୍ତୁ କଣ ? - ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅନୁପମ ଖେର

ବଲିଉଡ୍‌ ଅଭିନେତା ଅନୁପମ ଖେର ଗତକାଲି(ଶନିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ଭେଟିବା ବେଳେ ଅନୁପମ ତାଙ୍କ ମାଆ ପଠାଇଥିବା ରୁଦ୍ରାକ୍ଷମାଳାକୁ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଉପହାର ଦେଲେ ଅଭିନେତା ଅନୁପମ ଖେର୍‌

author img

By

Published : Apr 24, 2022, 2:02 PM IST

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅନୁପମ ଖେର ଗତକାଲି(ଶନିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଭେଟିବା ବେଳେ ଅନୁପମ ତାଙ୍କ ମାଆ ପଠାଇଥିବା ରୁଦ୍ରାକ୍ଷମାଳାକୁ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି । ସେହି ସମୟର ଫଟୋକୁ ଦୁହେଁ ସୋଶାଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।

  • आदरणीय प्रधानमंत्री @narendramodi जी। आज आपसे मिलकर मन अत्यंत प्रसन्न हुआ।आप देशवासियों के लिए दिन रात जो मेहनत कर रहें है, वो प्रेरणात्मक है! जिस श्रद्धा के साथ आपने मेरी माँ द्वारा आपकी रक्षा के लिए भेजी रुद्राक्ष की माला स्वीकार की वो हम हमेशा याद रखेंगे।जय हो।जय हिंद! 🙏🇮🇳🙏 pic.twitter.com/yBQN4UOvWy

    — Anupam Kher (@AnupamPKher) April 23, 2022 " class="align-text-top noRightClick twitterSection" data=" ">

ଏନେଇ ଅନୁପମ ଖେର୍‌ ଟ୍ବିଟକରି ଲେଖିଛନ୍ତି ଯେ, ସମ୍ମାନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆପଣଙ୍କୁ ଭେଟି ଖୁବ୍‌ ଆନନ୍ଦିତ । ଆପଣ ଦେଶବାସୀଙ୍କ ପାଇଁ ଦିନରାତି ପରିଶ୍ରମ କରୁଛନ୍ତି, ତାହା ପ୍ରେରଣାଦାୟକ । ଆପଣଙ୍କ ସୁରକ୍ଷା ନିମନ୍ତେ ମୋ ମାଆ ପଠାଇଥିବା ରୁଦ୍ରକ୍ଷମାଳାଟିକୁ ଯେଭଳି ସମ୍ମାନର ସହ ଆପଣ ଗ୍ରହଣ କଲେ ତାହା ‌ମୋର ଚିରସ୍ମରଣୀୟ ହୋଇ ରହିବ। ଜୟ ହୋ। ଜୟ ହିନ୍ଦ୍।

  • बहुत-बहुत धन्यवाद @AnupamPKher जी। यह आदरणीया माताजी और देशवासियों का आशीर्वाद ही है, जो मुझे मां भारती की सेवा के लिए निरंतर प्रेरित करता रहता है। https://t.co/6hFfd7ivmJ

    — Narendra Modi (@narendramodi) April 23, 2022 " class="align-text-top noRightClick twitterSection" data=" ">

ଅନୁପମଙ୍କ ଟୁଇଟ୍‌ର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ଆପଣଙ୍କୁ ଅଶେଷ ଧନ୍ୟବାଦ ଅନୁପମ ଖେରଜୀ । ଆଦରଣୀୟ ମାତାଜୀ ଓ ଦେଶବାସୀଙ୍କ ଆଶୀର୍ବାଦ ଯୋଗୁ ମୋତେ ମା’ ଭାରତୀଙ୍କ ସେବା କରିବାକୁ ନିରନ୍ତର ପ୍ରେରଣା ଯୋଗାଉଛି ।

ସୂଚନାଯୋଗ୍ୟ, ଅନୁପମ ଖେର ପ୍ରମୁଖ ଭୂମିକାରେ ଅଭିନୟ କରିଥିବା ଦି କଶ୍ମୀର ଫାଇଲ୍‌ସ୍‌କୁ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ।ଏହି ଫିଲ୍ମରେ ଅନୁପମ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.