କଟକ: ମୁକ୍ତିଲାଭ କଲା ବହୁ ପ୍ରତୀକ୍ଷିତ ରୋମାଣ୍ଟିକ ମ୍ୟୁଜିକ ଭିଡିଓ ରାଜଜେମା । ଅମୀୟ ଲୋନଲି ପ୍ରଯୋଜନାରେ ଏହି ମ୍ୟୁକିକ ଭିଡିଓ ଆଜି ଓଡ଼ିଶାବାସୀଙ୍କ ପାଇଁ ମୁକ୍ତିଲାଭ କରିଛି । ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ନିର୍ମଳ ନାୟକଙ୍କ ହୃଦୟସ୍ପର୍ଶୀ ଲେଖା ସାଙ୍ଗକୁ ନବାଗତ ଅଭିନେତା କୁନାଲ କସିସ ଓ ଅଭିନେତ୍ରୀ ଆୟେସା ଏହି ରୋମାଣ୍ଟିକ ଭିଡିଓରେ ନଜର ଆସିଛନ୍ତି । ତେବେ ଏହି ଗୀତରେ ଐତିହ ଓ ପରମ୍ପରାକୁ ସ୍ଥାନ ଦେଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ । ଏହି ରୋମାଣ୍ଟିକ ଭିଡିଓ ରାଜଜେମା ପ୍ରତ୍ୟକ ଓଡ଼ିଶାବାସୀଙ୍କ ମନକୁ ବେଶ ଛୁଇଁବ ବୋଲି ଆଶା ରଖିଛନ୍ତି ସମ୍ପୂର୍ଣ୍ଣ ଟିମ ।
ନବାଗତ କୁନାଲ କସିସ ଓ ଆୟେସାଙ୍କ ଅଭିନୀତ ରୋମାଣ୍ଟିକ ମ୍ୟୁଜିକ ଭିଡିଓ ରାଜଜେମା ରିଲିଜ - ରୋମାଣ୍ଟିକ ମ୍ୟୁଜିକ ଭିଡିଓ ରାଜଜେମା ରିଲିଜ
ମୁକ୍ତିଲାଭ କଲା ବହୁ ପ୍ରତୀକ୍ଷିତ ରୋମାଣ୍ଟିକ ମ୍ୟୁଜିକ ଭିଡିଓ ରାଜଜେମା । ନବାଗତ ଅଭିନେତା କୁନାଲ କସିସ ଓ ଅଭିନେତ୍ରୀ ଆୟେସା ଏହି ରୋମାଣ୍ଟିକ ଭିଡିଓରେ ନଜର ଆସିଛନ୍ତି । ଅଧିକ ପଢନ୍ତୁ
![ନବାଗତ କୁନାଲ କସିସ ଓ ଆୟେସାଙ୍କ ଅଭିନୀତ ରୋମାଣ୍ଟିକ ମ୍ୟୁଜିକ ଭିଡିଓ ରାଜଜେମା ରିଲିଜ ରୋମାଣ୍ଟିକ ମ୍ୟୁଜିକ ଭିଡିଓ ରାଜଜେମା ରିଲିଜ](https://etvbharatimages.akamaized.net/etvbharat/prod-images/768-512-15025155-thumbnail-3x2-i.jpg?imwidth=3840)
ରୋମାଣ୍ଟିକ ମ୍ୟୁଜିକ ଭିଡିଓ ରାଜଜେମା ରିଲିଜ