ETV Bharat / elections

ଦୁର୍ବଳ ହେଉଛି କଂଗ୍ରେସ: ମୋଦୀ - ଚଣ୍ଡିଗଡ

କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । ଫତେହାବାଦର ଏକ ସାଧାରଣ ସଭାରେ ମୋଦି ଯୋଗଦେଇ ଉପା ବିରୁଦ୍ଧରେ ବିଷୋଦଗାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
author img

By

Published : May 8, 2019, 7:35 PM IST

Updated : May 9, 2019, 2:53 PM IST

ଚଣ୍ଡିଗଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣାର ଫତେହାବାଦରେ ଅନୁଷ୍ଠିତ ଏକ ସାଧାରଣ ରାଲିରେ ଯୋଗଦେଇ କଂଗ୍ରେସ ଉପରେ ବର୍ଷିଛନ୍ତି । କଂଗ୍ରେସର ନେତୃତ୍ବ ନେଉଥିବା ବରିଷ୍ଠ ନେତାମାନେ ନିର୍ବାଚନ ରଣାଙ୍ଗନରେ ସକ୍ରିୟ ଭୂମିକା ଗ୍ରହଣ କରିନଥିବା ଦେଖିବାକୁ ମିଳୁଛି । କାରଣ ବୋଧ ହୁଏ ବିରୋଧୀ କଂଗ୍ରେସ ସଙ୍କେତ ପାଇସାରିଲେଣି ମେ 23ରେ ଯେଉଁ ନିର୍ବାଚନ ଫଳଫଳ ଘୋଷଣା କରାଯିବ NDA ବିଜୟ ଲାଭ କରିବା ସହ ପୁନଃ ସରକାର ଗଠନ କରିବ ।

ହରିୟାଣାରେ ଉଦ୍‌ବୋଧନ ଦେଉଛନ୍ତି ପ୍ରଧାନମନ୍ତ୍ରୀ

ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପରେ ବିରୋଧୀ କଂଗ୍ରେସର ନେତୃତ୍ବ ବହନ କରୁଥିବା ବରିଷ୍ଠ ନେତାମାନଙ୍କ ନିଷ୍କ୍ରିୟତା କେନ୍ଦ୍ରରେ NDA ସରକାର ଗଠନ ନେଇ ସ୍ପଷ୍ଟ ଜଣାପଡୁଥିବା ବୁଧବାର ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ମୋଦୀ ଆହୁରି ମଧ୍ୟ କହିଛନ୍ତି ବିଜେପି ପ୍ରତି ଲୋକ ମାନଙ୍କର ଭଲ ପାଇବା 2014ରେ ଦେଖିବାକୁ ମିଳିଥିଲା । ଫଳରେ NDA ବହୁମତ ପାଇ କେନ୍ଦ୍ରରେ ସରକାର ଗଢିଥିଲା । ଏନେଇ ମୋଦି ଦେଶବାସୀଙ୍କୁ ବେଶ୍ କୃତଜ୍ଞତା ଜ୍ଞାପନ କରିଛନ୍ତି ।

କଂଗ୍ରେସ ଭ୍ରଷ୍ଟାଚାରର ଗନ୍ତାଘର ବୋଲି ମୋଦି କହିଛନ୍ତି । ଏହାର ପରିଣାମ କଂଗ୍ରେସ ନିଶ୍ଚିତ ଭୋଗିବ ବୋଲି ମୋଦି ସ୍ପଷ୍ଟ କରିଛନ୍ତି । ପ୍ରକାଶ ଥାଉ କି ହରିୟାଣାରେ 10ଟି ଲୋକସଭା ଆସନ ପାଇଁ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଚଳିତ ମାସ ମେ 12ରେ ଅନୁଷ୍ଠିତ ହେବ ।

Intro:Body:

BREAKING

Conclusion:
Last Updated : May 9, 2019, 2:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.