ETV Bharat / elections

ବସଷ୍ଟାଣ୍ଡ ପୁନରଦ୍ଧାର ଓ ପାନୀୟ ଜଳ ସମସ୍ୟାର ସମାଧାନ ହେବ: ବିଜେଡି ପ୍ରାର୍ଥୀ ଲତିକା - KABISURYANAGAR

ଇଟିଭି ଭାରତର ସ୍ବତନ୍ତ୍ର କାର୍ଯ୍ୟକ୍ରମ "ପାଞ୍ଚଟି ପ୍ରଶ୍ନ ନେତାଙ୍କୁ" କାର୍ଯ୍ୟକ୍ରମରେ ଭାଗନେଇ ବିଜେଡି ପ୍ରାର୍ଥୀ ଲତିକା ପ୍ରଧାନ କବିସୁର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନରେ ବିଜୟୀ ହେଲେ କଣ କରିବେ ବିକାଶ ସେନେଇ ନିଜ ଯୋଜନା ବାବଦରେ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Apr 8, 2019, 10:50 AM IST

ବ୍ରହ୍ମପୁର: ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଉଠୁଛି ପଡୁଛି ଗଞ୍ଜାମ ରାଜନୀତି । ଜିଲ୍ଲାର ଏକ ଗୁରୁତ୍ବପୂର୍ଣ ବିଧାନସଭା ଆସନ ହେଉଛି କବିସୂର୍ଯ୍ୟନଗର। ଏହି ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଲଗାତାର ଖଲ୍ଲିକୋଟ ରାଣୀ ଦୀର୍ଘଦିନ ଧରି ନିର୍ବାଚିତ ହୋଇଆସୁଥିଲେ କିନ୍ତୁ ଚଳିତ ନିର୍ବାଚନରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରି ଲତିକା ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ମଇଦାନକୁ ଛାଡିଛି ଯୁବନେତା ରଞ୍ଜନ ପଲେଇଙ୍କୁ ଆଉ ଏଦୁଇହିଁ ଙ୍କୁ ଟକ୍କର ଦେବେ କଂଗ୍ରେସ ଦଳର ବିଜୟ କୁମାର ସାହୁ। ଏହାସହ ଜଣେ ସ୍ବାଧିନ ପ୍ରାର୍ଥୀ ମଧ୍ୟ ଅଛନ୍ତି ନିର୍ବାଚନ ରଣାଙ୍ଗନରେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସବୁଦଳ ନିଜ ନିଜ ଢଙ୍ଗରେ ପ୍ରଚାର ଅଭିଯାନକୁ ବ୍ୟାପକ କରିଛନ୍ତି। ସେପଟେ ଇଟିଭି ଭାରତର ସ୍ବତନ୍ତ୍ର କାର୍ଯ୍ୟକ୍ରମ "ପାଞ୍ଚଟି ପ୍ରଶ୍ନ ନେତାଙ୍କୁ" କାର୍ଯ୍ୟକ୍ରମରେ ଭାଗନେଇ ବିଜେଡି ପ୍ରାର୍ଥୀ ଲତିକା ପ୍ରଧାନ କବିସୁର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନରେ ବିଜୟୀ ହେଲେ କଣ କରିବେ ବିକାଶ ସେନେଇ ନିଜ ଯୋଜନା ବାବଦରେ କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

dgvd

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.