ETV Bharat / elections

ପିଙ୍କ ବୁଥରେ ଚାଲିଛି ମହାପର୍ବ

ଭଦ୍ରକର 12ଟି ସ୍ଥାନରେ ପିଙ୍କ ପୋଲିଂ ବୁଥରେ ମତଦାନ ପ୍ରକ୍ରିୟା ଜାରି ରହିଛି । ଭୋଟରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

author img

By

Published : Apr 29, 2019, 12:53 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଚତୁର୍ଥ ବା ଅନ୍ତିମ ନିର୍ବାଚନ ଜାରି ରହିଛି । ଜିଲ୍ଲାର 12ଟି ସ୍ଥାନରେ ପିଙ୍କ ପୋଲିଂ ବୁଥ କରାଯାଇଛି । ଯେଉଁଠି ମହିଳା ମାନେ ବୁଥ ପରିଚାଳନା କରୁଛନ୍ତି । ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ ପ୍ରକ୍ରିୟା । ଦିବ୍ୟାଙ୍ଗ, ବୃଦ୍ଧ ଓ ବୟସ୍କ ଭୋଟରଙ୍କ ପାଇଁ ଖାସ ବ୍ୟବସ୍ଥା ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭୋଟରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଭୋଟ କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସକାଳୁ ଧାଡିରେ ଆସି ଜିଲ୍ଲାର 174 ନଂ ବୁଥରେ ଭୋଟ ଦେଉଛନ୍ତି ଭୋଟର ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.