ETV Bharat / elections

ଭୋଟଦେଲେ ତଥାଗତ, ରୁଦ୍ର ଓ କାମାକ୍ଷା - EC

ସାଂସଦ ତଥାଗତ ଶତପଥୀ ନିଜ ପରିବାର ସହ ଆସି ମତଦାନ କରିବା ସହ ଲୋକସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଢେଙ୍କାନାଳ ସହରର ସ୍ଥିତ ବୁଥ୍ ନଂ 180 ରେ ନିଜ ମତଦାନ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ
author img

By

Published : Apr 23, 2019, 12:41 PM IST

ଢେଙ୍କାନାଳ: ସାରାଦେଶରେ 7ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବାବେଳେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ଏହି ତୃତୀୟ ପର୍ଯ୍ୟାୟରେ ରାଜ୍ୟର 6 ଗୋଟି ଲୋକସଭା ନିର୍ବାଚନ ସହ ଏହା ଅଧିନସ୍ଥ ସମସ୍ତ ବିଧାନସଭା ଆସନରେ ମଧ୍ୟ ମତଦାନ ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ଏହି କ୍ରମରେ ଆଜି ଢେଙ୍କାନାଳ ଲୋକସଭା ଆସନରେ ମଧ୍ୟ ନିର୍ବାଚନ ହେଉଛି । ଆଜି ଜିଲ୍ଲାର ଅନେକ ହେବିୱେଟଙ୍କ ମଧ୍ୟରେ ବର୍ତ୍ତମାନର ସାଂସଦ ତଥାଗତ ଶତପଥୀ ନିଜ ପରିବାର ସହ ଆସି ମତଦାନ କରିଛନ୍ତି ।

ସେହିପରି ବିଜେପି ଲୋକସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଢେଙ୍କାନାଳ ସହରର ସ୍ଥିତ ବୁଥ୍ ନଂ 180 ରେ ନିଜ ମତଦାନ ଦେଇଛନ୍ତି । ଅନ୍ୟପଟେ ଭେଟେରାନ ତଥା କଂଗ୍ରେସ ସାଂସଦ ପ୍ରାର୍ଥୀ କାମାକ୍ଷା ପ୍ରସାଦ ସିଂଦେଓ ମଧ୍ୟ ନିଜ ପରିବାର ସହ ଆସି ଜୁବୁଲି ଟାଉନ ସ୍ଥିତ ବୁଥ ନଂ 177 ରେ ମତଦାନ ଦେଇଛନ୍ତି ।

ଢେଙ୍କାନାଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

fgf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.