ETV Bharat / elections

ଆରମ୍ଭ ହେଲା ପୋଷ୍ଟାଲ ବାଲାଟ ଗଣତି

ଆରମ୍ଭ ହୋଇଛି ପୋଷ୍ଟାଲ ବାଲାଟ ଗଣତି । ଭୁବନେଶ୍ବର ବିଜେବି କଲେଜରେ ହୋଇଥିବା ଗଣତି କେନ୍ଦ୍ରରେ ପ୍ରଥମେ ଏହି ଗଣତି ହୋଇଛି । ଏଥିପାଇଁ 5ଟି ଟେବୁଲ କରାଯାଇଛି । ଏହାପରେ 8ଟା 30 ମିନିଟ ସମୟରେ ଇଭିଏମ ଭୋଟ କାଉଣ୍ଟ ହେବ ।

author img

By

Published : May 23, 2019, 9:42 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆରମ୍ଭ ହୋଇଛି ପୋଷ୍ଟାଲ ବାଲାଟ ଗଣତି । ଭୁବନେଶ୍ବର ବିଜେବି କଲେଜରେ ହୋଇଥିବା ଗଣତି କେନ୍ଦ୍ରରେ ପ୍ରଥମେ ଏହି ଗଣତି ହୋଇଛି । ଏଥିପାଇଁ 5ଟି ଟେବୁଲ କରାଯାଇଛି । ଏହାପରେ 8ଟା 30 ମିନିଟ ସମୟରେ ଇଭିଏମ ଭୋଟ କାଉଣ୍ଟ ହେବ । ସକାଳ 6ଟା 30ରେ ଷ୍ଟ୍ରଙ୍ଗ ରୁମ ଖୋଲା ଯାଇଥିଲା । ବିଧାନସଭା ପାଇଁ 10ଟି ଲେଖାଏଁ ଟେବୁଲ କରାଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଲୋକସଭା ପାଇଁ ମଧ୍ୟ 10ଟି ଟେବୁଲ ରଖାଯାଇଛି । ଇଭିଏମ ପରେ ଭିଭିପାଟ କାଉଣ୍ଟ ହେବ । ପ୍ରତି ବିଧାନସଭା କ୍ଷେତ୍ରରୁ 5ଟି ଭିଭିପାଟ କାଉଣ୍ଟ ହେବ । ଭୁବନେଶ୍ବର ପାଇଁ 25ଟି ଭିଭିପାଟ କାଉଣ୍ଟ ହେବ । ପ୍ରତି ହଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଆସିଷ୍ଟାଣ୍ଟ ଓ ଜଣେ ମାଇକ୍ରୋ ଅବଜରଭର ରହିଛନ୍ତି । ଗଣତି କେନ୍ଦ୍ର ବାହାରେ 16ଟି ସିସିଟିଭି ଲଗାଯାଇଛି । ଷ୍ଟ୍ରଙ୍ଗ ରୁମରେ ମଧ୍ୟ ସିସିଟିଭି ଲଗାହୋଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:() ଆରମ୍ଭ ହୋଇଛି ପୋଷ୍ଟଲ ବଲାଟ ଗଣତି। ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା ଗଣତି କେନ୍ଦ୍ର ରେ ପ୍ରଥମେ ଏହି ଗଣତି ହୋଇଛି। ଏଥିପାଇଁ 5ଟି ଟେବଲ କରାଯାଇଛି। ଏହାପରେ 8ତା 30ରେ ଇଭିଏମ ଭୋଟ କାଉଣ୍ଟ ହେବ। ସକାଳ 6ତା 30 ରେ ଷ୍ଟ୍ରଙ୍ଗ ରୁମ ଖୋଲା ଯାଇଥିଲା। ବିଧାନସଭା ପାଇଁ 10ଟି ଲେଖାଏଁ ଟେବୁଲ କରାଯାଇଛି। ଲୋକସଭା ପାଇଁ ମଧ୍ୟ 10ଟି ଟେବୁଲ ରଖାଯାଇଛି। ଇଭିଏମ ପରେ ଭିଭିପାଟ କଉଣ୍ଟ ହେବ। ପ୍ରତି ବିଧାନସଭା କ୍ଷେତ୍ରରୁ 5ଟି ଭିଭିପାଟ କାଉଣ୍ଟ ହେବ। ଭୁବନେଶ୍ୱର ପାଇଁ 25ଟି ଭିଭିପାଟ କାଉଣ୍ଟ ହେବ। ପ୍ରତି ହଲରେ ଜଣେ କାଉଂଟିଂ ସୁପ୍ରଭାଇଜର, ଆସିଷ୍ଟାଣ୍ଟ, ଓ ଜଣେ ମଇକ୍ରୋ ଅବଜର୍ଭର ରହିଛନ୍ତି। ଗଣତି କେନ୍ଦ୍ର ବାହାରେ 16ଟି ସିସିଟିଭି ଲଗାଯାଇଛି। ସ୍ତ୍ରାଙ୍ଗ ରୁମରେ ମଧ୍ୟ ସିସିଟିଭି ରହିଛି।

Body:ଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.