ETV Bharat / elections

ରାଜଧାନୀରେ ଜମୁଛି ପଲିଟିକାଲ ବିଟ ମ୍ୟୁଜିକ

ରାଜଧାନୀରେ ଜମୁଛି ଦଳୀୟ ପ୍ରଚାର । ଭୋଟ ମାଗୁଛନ୍ତି ନେତା । ଯୋଜନା ଓ ବିରୋଧୀଙ୍କୁ ଟାର୍ଗେଟ କରିବା ସହ ଭୋଟର ମନ କିଣୁଛି ପାର୍ଟି ଗୀତ ।

author img

By

Published : Apr 6, 2019, 10:36 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ପାଖେଇ ଆସିଲାଣି ନିର୍ବାଚନ । ଜୋର ଧରୁଛି ଦଳୀୟ ପ୍ରଚାର । ଭୋଟ ମାଗୁଛନ୍ତି ନେତା । ଭୋଟରଙ୍କ ମନ କିଣୁଛି ପାର୍ଟି ଗୀତ । ଓଡ଼ିଆ କିମ୍ବା ବଲିଉଡ ସବୁ ଗୀତର ମିକ୍ସ କରାଯାଇ ପ୍ରଚାର କରୁଛନ୍ତି ଦଳୀୟ କର୍ମୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଓଡ଼ିଆ ହେଉ ଅବା ବଲିଉଡର ଗୀତ । ବିଭିନ୍ନ ପାର୍ଟି, ନେତା ଓ ଯୋଜନାରେ ଏହି ଟ୍ରାକକୁ ବସାଯାଉଛି । ଏଥିପାଇଁ ରାଜଧାନୀର ପ୍ରାୟ ସମସ୍ତ ଗୀତ ରେକଡିଂ ଷ୍ଟୁଡିଓରେ ରାତି ଦିନ ଚାଲିଛି ଗୀତ ରେକର୍ଡିଂ । ଭୋଟରଙ୍କୁ ଆକୃଷ୍ଟ କରିବା ଭଳି ଗୀତ ସଜାଡୁଛନ୍ତି ମ୍ୟୁଜିକ ଟିମ ।

ଅଧିକ ପଢନ୍ତୁ: ଆସୁଛନ୍ତି ମୋଦି...

ଗୀତ ଲେଖିବା ଠାରୁ ଗୀତରେ କେମିତି ବିଟ ମ୍ୟୁଜିକ ବାଜିବ ତାକୁ ବି ବିଶେଷ ଧ୍ୟାନ ଦେଉଛନ୍ତି ସମସ୍ତେ । ନବୀନ ବାବୁଙ୍କ ସବୁ ସରକାରୀ ଯୋଜନାକୁ ଗୋଟି ଗୋଟି କରି ଗାଉଛନ୍ତି ଗାୟକ । ଏପରିକି ଗୀତର ମଝିମଝିରେ ରାପ ବସାଯାଇ ଯୁବ ଭୋଟରଙ୍କ ଧ୍ୟାନ ଆକୃଷ୍ଟ କରିବାକୁ ପ୍ରୟାସ କରୁଛନ୍ତି ଗୀତିକାର ।

ଭୁବନେଶ୍ବରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

blank 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.