ETV Bharat / elections

5ଟା ସୁଦ୍ଧା ରାଜ୍ୟରେ 66% ମତଦାନ

ପ୍ରଥମ ପର୍ଯ୍ୟାୟ ମତଦାନ ନେଇ ଇସିଓଙ୍କ ସୂଚନା । ସନ୍ଧ୍ୟା 5ଟା ସୁଦ୍ଧା ରାଜ୍ୟରେ ପାଖାପାଖି 66% ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 11, 2019, 7:01 PM IST

Updated : Apr 11, 2019, 7:28 PM IST

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ମତଦାନ ନେଇ ଇସିଓଙ୍କ ସୂଚନା । 5ଟା ସୁଦ୍ଧା ରାଜ୍ୟରେ ପାଖାପାଖି 66% ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ଏହି ସୂଚନା ପରିବର୍ତ୍ତନ ହେବା କଥା ନେଇ କହିଛନ୍ତି ଇସିଓ । ଏହା ସହ ବିଭିନ୍ନ ଅଞ୍ଚଳରେ ମତଦାନ ପ୍ରକ୍ରିୟା ଚାଲୁ ରହିଥିବା କଥା ମଧ୍ୟ କହିଛନ୍ତି । ରାଜ୍ୟରେ EVM ଓ VVPAT ବିଫଳତା କମ୍‌ ରହିଥିବା କଥା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ, ଗୁରୁବାର ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଜାରି ରହିଛି । ଏଥିରେ ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। । ଗୁରୁବାର ମତଦାନରେ ରାଜ୍ୟରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୨% ମତଦାନ ହୋଇଥିଲା । ସେହିଭଳି ଅପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୪୧% ମତଦାନ ହୋଇଥିଲା । ପରେ ମତଦାନ ପ୍ରତିଶତ କ୍ରମଶଃ ବୃଦ୍ଧି ପାଇଥିଲା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Apr 11, 2019, 7:28 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.