ETV Bharat / elections

6ଟା ପରେବି ଭୋଟ ଦେଇପାରିବେ ଭୋଟର

5ଟା ସୁଦ୍ଧା ରାଜ୍ୟର 66% ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ଯେଉଁଠି ୬ଟା ପର୍ଯ୍ୟନ୍ତ ଧାଡିରେ ରହିଛନ୍ତି ଭୋଟର ସେମାନେ ଭୋଟ ଦେଇ ପାରିବେ ବୋଲି କହିଛନ୍ତି ସୁରେନ୍ଦ୍ର । ଭୋଟର ରାତି 7/8ଟା ସମୟ ପର୍ଯ୍ୟନ୍ତ ମତଦାନ କରିବେ ବୋଲି କହିଛନ୍ତି ଇସିଓ ।

author img

By

Published : Apr 11, 2019, 8:35 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଗୁରୁବାର ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି । ଇଭିଏମରେ ସିଲ୍‌ ହୋଇଛି 4ଲୋକସଭା ଓ 28 ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ । 5ଟା ସୁଦ୍ଧା ରାଜ୍ୟର 66% ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ଯେଉଁଠି ୬ଟା ପର୍ଯ୍ୟନ୍ତ ଧାଡିରେ ରହିଛନ୍ତି ଭୋଟର ସେମାନେ ଭୋଟ ଦେଇ ପାରିବେ ବୋଲି କହିଛନ୍ତି ସୁରେନ୍ଦ୍ର । ଭୋଟର ରାତି 7/8ଟା ସମୟ ପର୍ଯ୍ୟନ୍ତ ମତଦାନ କରିବେ ବୋଲି କହିଛନ୍ତି ଇସିଓ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଯେ ରାଜ୍ୟର ମାଓ ଉପଦ୍ରୁତ ଅଞ୍ଚଳରେ ମତଦାନ ସମୟ ଗଡିଥିଲେ ବି ଅନେକ ଭୋଟର ଭୋଟ ଦେବାକୁ ଛିଡା ହୋଇ ରହିଥିଲେ । ଭୋଟ ଗ୍ରହଣ ପାଇଁ ଅପରାହ୍ନ 4ଟା ଶେଷ ସମୟ ରହିଥିଲେ ବି ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଜାରି ରହିଥିଲା । ଏହାସହ ଯେଉଁ ସବୁ ସ୍ଥାନରେ ଭୋଟ ଗ୍ରହଣର ଶେଷ ସମୟ 6ଟା ଥିଲା ସେଠାରେ 6ଟା ପର୍ଯ୍ୟନ୍ତ ଧାଡିରେ ଥିବା ଭୋଟର ଭୋଟ ଦେଇ ପାରିବେ ବୋଲି କହିଛନ୍ତି ଇସିଓ ।

ମାଓ ଉପଦ୍ରୁତ ବିଭିନ୍ନ ଅଞ୍ଚଳରେ ଯେଉଁଠି ଲୋକେ ଭୋଟ ବର୍ଜନ କରିଛନ୍ତି ସେଠାରେ ଆଉ ପୁନଃ ନିର୍ବାଚନ ହେବ ନାହିଁ ବୋଲି କହିଛନ୍ତି ସୁରେନ୍ଦ୍ର କୁମାର । ପୋଲିଂ ପାର୍ଟି ଫେରିଲେ ସେମାନଙ୍କ 17C ଫର୍ମର ଯାଞ୍ଚ ପରେ ସମସ୍ତ ସୂଚନା ମିଳିପାରିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ଏଠାରେ ସୂଚନା ଯୋଗ୍ୟ ଯେ ମାଲକାନଗିରିର ଚିତ୍ରକୋଣ୍ଡା ର 6-7ଟି ମତଦାନ କେନ୍ଦ୍ରରେ ଲୋକେ ଭୋଟ ବର୍ଜନ କରିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ତେବେ ଅନେକ ମତଦାନ କେନ୍ଦ୍ରରେ ବିଲମ୍ବିତ ସାମୟ ଯାଏ ଭୋଟର ଲମ୍ବା ଲାଇନରେ ଛିଡା ହୋଇ ରହିଥିଲେ। ଏପରିକି ମାଓ ଉପଦ୍ରୁତ ଅଂଚଳରେ ମତଦାନ ସମୟ ଗଡିଥିଲେ ବି ଅନେକ ଭୋଟର ଭୋଟ ଦେବାକୁ ଛିଡା ହୋଇରହିଥିଲେ। 4 ଟା ଶେଷ ସମୟ ରହିଥିଲେ ବି ସେଠାରେ ସନ୍ଧ୍ୟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା। ଯେପର୍ଯ୍ୟନ୍ତ ଭୋଟର ଛିଡା ହୋଇ ରହିଛନ୍ତି ସେ ପର୍ଯ୍ୟନ୍ତ ମତଦାନ ଚାଲୁ ରହିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ତେବେ ଯେଉଁଠି ଲୋକେ ଭୋଟ ବର୍ଜନ କରିଛନ୍ତି ସେଠାରେ ଆଉ ପୁନଃ ନିର୍ବାଚନ ହ୍ରବ ନାହିଁ। ଏନେଇ ନିୟମ ରହିଛି। ଚିତ୍ରକୋଣ୍ଡା ର 6-7ଟି ମତଦାନ କେନ୍ଦ୍ରରେ ଲୋକେ ଭୋଟ ବର୍ଜନ କରିଥିଲେ।

Body:ବାଇଟ ସୁରେନ୍ଦ୍ର କୁମାର ମୁଖ୍ୟ ନିର୍ବାଚନ ଅଧିକାରୀ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.