ETV Bharat / elections

‘ପାଳଲହଡା ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ହେବ ଲକ୍ଷ୍ୟ’

author img

By

Published : Apr 5, 2019, 3:19 PM IST

ନିର୍ବାଚନରେ ବାଜିମାତ୍‌ କରିବା ପାଇଁ ଆଶାର ଆଲୋକ ଦେଖାଉଛନ୍ତି ସବୁଦଳର ପ୍ରାର୍ଥୀ। ତେବେ ପ୍ରାର୍ଥୀମାନେ ଲୋକମାନଙ୍କୁ ବିଭିନ୍ନ ପ୍ରକାର ପ୍ରତିଶୃତି ଦେଉଥିବାବେଳେ ନିର୍ବାଚନରେ ଜିତିଲେ ପାଳଲହଡା ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ମୋର ଲକ୍ଷ୍ୟ ହେବ ବୋଲି କହିଛନ୍ତି ବିଜେଡି ପାଳଲହଡା ବିଧାୟକ ପ୍ରାର୍ଥୀ ମୁକେଶ କୁମାର ପାଲ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ନିର୍ବାଚନ ଜିତିବା ପାଇଁ ନେତା ଦେଉଛନ୍ତି ଅଜସ୍ର ପ୍ରତିଶୃତି । ନିର୍ବାଚନ ଜିତିଲେ କେତେ କଣ କରିବେ ସେ ନେଇ ଭୋଟରଙ୍କୁ ବୁଝାଉଛନ୍ତି । ନିର୍ବାଚନରେ ବାଜିମାତ୍‌ କରିବା ପାଇଁ ଆଶାର ଆଲୋକ ଦେଖାଉଛନ୍ତି ସବୁଦଳର ପ୍ରାର୍ଥୀ। ତେବେ ପ୍ରାର୍ଥୀମାନେ ଲୋକମାନଙ୍କୁ ବିଭିନ୍ନ ପ୍ରକାର ପ୍ରତିଶୃତି ଦେଉଥିବା ବେଳେ ନିର୍ବାଚନରେ ଜିତିଲେ ପାଳଲହଡା ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ମୋର ଲକ୍ଷ୍ୟ ହେବ ବୋଲି କହିଛନ୍ତି ବିଜେଡି ପାଳଲହଡା ବିଧାୟକ ପ୍ରାର୍ଥୀ ମୁକେଶ କୁମାର ପାଲ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଏହା ସହ ରେଙ୍ଗାଳୀ ଡ୍ୟାମ କ୍ଷତିଗ୍ରସ୍ତଙ୍କ ସମସ୍ୟାର ସମାଧାନ କରିବା ସହ ଚକ୍ରଧର ଡ୍ୟାମ ନିର୍ମାଣ ପାଇଁ କାମ କରିବେ ବୋଲି ଇଟିଭି ଭାରତର ନେତାଙ୍କୁ ପାଞ୍ଚଟି ପ୍ରଶ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ମୁକେଶ କହିଛନ୍ତି ।

ଏଥିସହ ରାଜ୍ୟ ସରକାରଙ୍କ ଯେଉଁସବୁ ଜନକଲ୍ୟାଣ ଯୋଜନା ସାଧାରଣ ଲୋକଙ୍କ ପାଖରେ ପହଞ୍ଚିଛି ତାକୁ ନେଇ ସେ ଜନତାଙ୍କ ପାଖକୁ ଯିବେ ବୋଲି କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.