ETV Bharat / elections

ଇଭିଏମରେ ତ୍ରୁଟି, ବିଳମ୍ବରେ ଆରମ୍ଭ ହେଲା ମତଦାନ

କଟକ ରାଜାବଗିଚା 178 ନମ୍ବର ବୁଥରେ ଇଭିଏମ ତ୍ରୁଟି ଯୋଗୁଁ ବିଳମ୍ବରେ ଆରମ୍ଭ ହେଲା ମତଦାନ ।

author img

By

Published : Apr 23, 2019, 9:58 AM IST

Updated : Apr 23, 2019, 10:31 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଭୋଟକୁ ନେଇ ଉତ୍ସାହିତ ଲୋକେ । ସବୁଠି ସକାଳ 7ଟା ସମୟରେ ଭୋଟ ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଲାଇନରେ ଠିଆ ହୋଇ ଭୋଟ ଦେଇଛନ୍ତି ଲୋକେ ।

ତେବେ କଟକ ରାଜାବଗିଚା 178 ନମ୍ବର ବୁଥରେ ଇଭିଏମ ତ୍ରୁଟି ପରିଲିକ୍ଷିତ ହୋଇଛି । ସବୁଠି ସକାଳ 7ଟାରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏଠାରେ ଅଧଘଣ୍ଟାରୁ ଊର୍ଦ୍ଧ୍ବ ବିଳମ୍ବତ ସମୟରେ ଆରମ୍ଭ ହୋଇଛି ମତଦାନ । ଇଭିଏମରେ ତୃଟି ଓ ଏଜେଣ୍ଟମାନେ ବିଳମ୍ବରେ ଆସିବା ଯୋଗୁଁ ଏଭଳି ସମସ୍ୟା ଦେଖାଯାଇଥିବା ସୂଚନା ଦେଇଛନ୍ତି ପ୍ରିଜାଇଡିଙ୍ଗ ଅଫିସର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 23, 2019, 10:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.