ETV Bharat / elections

କଂଗ୍ରେସର ନୂଆ ପ୍ରାର୍ଥୀ ଘୋଷଣା: ଯୁଧିଷ୍ଠିରଙ୍କ ବଦଳରେ ଅଜିତ୍ , ଅନୁଭବଙ୍କ କଟିଲା ଟିକେଟ୍‌ - କଂଗ୍ରେସ ପ୍ରାର୍ଥୀ ଘୋଷଣା

ପିପିଲି ପାଇଁ ନୂତନ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ରାଜ୍ୟର 3 ବିଧାନସଭା ଆସନରେ ଦଳ 2ଟିରେ ନୂଆ ମୁହଁକୁ ସାମିଲ କରିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 4, 2019, 3:23 PM IST

Updated : Apr 4, 2019, 4:14 PM IST

ଭୁବନେଶ୍ବର: ପିପିଲି ପାଇଁ ନୂତନ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ରାଜ୍ୟର 3 ବିଧାନସଭା ଆସନରେ ଦଳ 2ଟିରେ ନୂଆ ମୁହଁକୁ ସାମିଲ କରିଛି। ପିପିଲି ଆସନରେ ଯୁଧିଷ୍ଠିରଙ୍କ ବଦଳରେ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଛି ଦଳ। ସେହିପରି ଖୋର୍ଦ୍ଧା ଆସନ ପାଇଁ ସ୍ୱାଗତିକା ପଟ୍ଟନାୟକ ଓ ଖଣ୍ଡପଡାରୁ ବସନ୍ତ କୁମାର ମହାରଣାଙ୍କୁ ପ୍ରାର୍ଥୀ କରିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପିପିଲ ଆସନ ପାଇଁ ଦଳ ଯୁଧିଷ୍ଠିରଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ନିର୍ବାଚନ ଲଢିବା ପାଇଁ ଯୁଧିଷ୍ଠିର ମନା କରିବା ପରେ ତାଙ୍କ ବଦଳରେ ଅଜିତ୍ ମଙ୍ଗରାଜଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିପରି ଖଣ୍ଡପଡା ଆସନରୁ ଅନୁଭବ ପଟ୍ଟନାୟକଙ୍କ ଟିକେଟ୍‌ କାଟି ନୂଆ ମୁହଁ ଭାବେ ବସନ୍ତ ମହାରଣାଙ୍କୁ ପ୍ରାର୍ଥୀ କରିଛି।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାର୨୨ ଗୋଟି ପଞ୍ଚାୟତ କୁ ନେଇ ଗଠିତ ହୋଇଛି ହରଭଙ୍ଗା ବ୍ଲକ । କିନ୍ତୁ ବ୍ଲକ ଅଧିକାରୀ ଙ୍କ ମନୋମୁଖି କାର୍ଯ୍ୟ ଯୋଗୁଁ ସରକାରଙ୍କ ଯୋଜନା ର ସଫଳ ରୂପାୟନ ହୋଇପାରୁନଥିବା ସାଧାରଣରେ ଅଭିଯୋଗ ହୋଇଛି । ବିଶେଷତଃ ସରକାରଙ୍କ ସାମାଜିକ ସୁରକ୍ଷା ଉଦ୍ଦେଶ୍ୟରେ ପ୍ରଣୟନ ହୋଇଥିବା ଯୋଜନା ବ୍ଲକରେ କିଭଳି କାର୍ଯ୍ୟକାରୀ ହେଉଛି ତାର ଏକ ଉଦାହରଣ କୌଣସି ଉପାନ୍ତ ପଞ୍ଚାୟତ ରେ ନୁହେଁ, ବରଂ ୫୭ ନମ୍ବର ଜାତୀୟ ରାଜପଥ କଡରେ ଥିବା ବିରନରସିଂପୁର ପଞ୍ଚାୟତ ରେ ଦେଖୀବାକୁ ମିଳିଛି ।

Body:ଗରିବ ତଥା ବାର୍ଦ୍ଧକ୍ୟ ଲୋକଙ୍କ ସାମାଜିକ ସୁରକ୍ଷା ନିମନ୍ତେ ସରକାର ମାସିକ କିଛି ଅର୍ଥର ବ୍ୟବସ୍ଥା କରି ଯୋଜନା ପ୍ରଣୟନ କରିଛନ୍ତି । ଏହାବାଦ ମଧ୍ୟ ଆହୁରି ଅନେକ ଜନକଲ୍ୟାଣ କାରୀ ଯୋଜନା ସାଧାରଣ ଲୋକଙ୍କ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରିଛନ୍ତି । କିନ୍ତୁ ବାର୍ଦ୍ଧକ୍ୟ ଓ ଅକ୍ଷମ ଲୋକଙ୍କ ନିମନ୍ତେ ତିଆରି ହୋଇଥିବା ଏହି ଯୋଜନା ରେ ମଧ୍ୟ ଦୁର୍ନୀତି ର ଗନ୍ଧ ବାରିଛନ୍ତି ସ୍ଥାନୀୟ ଲୋକ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋଦ ଜଣେ ନିର୍ବାଚିତ ଜନ ପ୍ରତିନିଧି । ବିରନରସିଂପୁର ପଞ୍ଚାୟତ ରେ ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ଭତ୍ତା ରେ ବ୍ଲକ ପ୍ରଶାସନ ଦୁର୍ନୀତି କରୁଥିବା ସ୍ଥାନୀୟ ଓ୍ବାର୍ଡମେମ୍ବର ଅଭିଯୋଗ କରିଛନ୍ତି । ଏନେଇ ସେ ସିଧାସଳଖ ବିଡିଓଙ୍କୁ ଟାର୍ଗେଟ କରିବା ସହ ଯୋଜନା ର ସଫଳତା ନେଇ ପ୍ରଶ୍ନ କରିଛନ୍ତି ।

Conclusion:ବାଇଟ-୧-ଦେବକୀ ବଗର୍ତ୍ତି, ହିତାଧିକାରୀ
ବାଇଟ-୨-ବ୍ରଜେଶ୍ବରୀ ବେହେରା, ହିତାଧିକାରୀ
ବାଇଟ-୩-କେଦାର ମହାକୁଡ, ଓ୍ବାର୍ଡମେମ୍ବର
ବାଇଟ-୪-ପୁରନ୍ଦର ଠେଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
Last Updated : Apr 4, 2019, 4:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.