ETV Bharat / elections

ନିମାପଡାରେ ଭୋଟ ଦେଲେ ପ୍ରଭାତୀ

author img

By

Published : Apr 29, 2019, 11:13 AM IST

ନିମାପଡାରେ ଭୋଟ ଦେଲେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାପତି ପ୍ରଭାତୀ ପରିଡା । ଏହା ସହ ଭୋଟରଙ୍କୁ ମଧ୍ୟ ଭୋଟ ଦେଇ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଚାଲିଛି ଶେଷ ପର୍ଯ୍ୟାୟ ମହାସଂଗ୍ରାମ । ଉତ୍ସାହର ସହିତ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର । ତେବେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାପତି ତଥା ନିମାପଡା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଭାତୀ ପରିଡା ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ନିମାପଡାର 226 ନମ୍ବର ବୁଥ କେରୁଣ୍ଡିଆ ସ୍କୁଲରେ ସେ ଭୋଟ ଦେଇ ଗଣତନ୍ତ୍ରର ଏହି ମାହନ ପର୍ବରେ ସାମିଲ ହୋଇଛନ୍ତି । ଏପରିକି ସବୁ ଭୋଟରଙ୍କୁ ମଧ୍ୟ ଭୋଟ ଦେବାକୁ ଆହ୍ବାନ କରିଛନ୍ତି ସେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ନିମାପଡା ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ସମୀର ଦାସଙ୍କୁ କଡା ଟକ୍କର ଦେଉଛନ୍ତି ପ୍ରଭାତୀ । ଏହାସହ ଚଳିତଥର ନିମାପଡାରୁ ଏଥର ବିଜେପି ଜିତିବ ବୋଲି ସେ ସମସ୍ତ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରାସାଦ ମିଶ୍ର, ଇଟିଭି ଭାରତ

Slug,, pravati parida voting, avb, Puri,290419

Anc,, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାପତି ପ୍ରଭାତୀ ପରିଡା ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ନିମାପଡା ର 226 ନମ୍ବର ବୁଥ କେରୁଣ୍ଡିଆ ସ୍କୁଲ ରେ ସେ ମତଦାନ କରିଛନ୍ତି। ସବୁ ଭୋଟର ମତଦାନ ରେ ସାମିଲ ହେବାକୁ ପ୍ରଭାତୀ ଆହ୍ୱାନ ଦେଇଥିଲେ। ନିମାପଡା ରୁ ଏଥର ବିଜେପି ଜିତିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ନିମାପଡା ରେ ବିଜେଡି ମୁଖପାତ୍ର ସମୀର ଦାସ ଙ୍କ ସହିତ ପ୍ରଭାତୀ ପରିଡା ଙ୍କ ମଧ୍ୟରେ ବିଧାୟକ ପ୍ରାର୍ଥୀ କୁ ନେଇ ଟକର ହେଉଛି। 

ବାଇଟ ,, ପ୍ରଭାତୀ ପରିଡା , ନିମାପଡା ବିଜେପି ପ୍ରାର୍ଥୀ

ଶକ୍ତି ପ୍ରାସାଦ ମିଶ୍ର 

Mojo ରେ ଭିଯୁଆଲ ବାଇଟ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.