ETV Bharat / elections

ବିଜେପୁର ବ୍ୟାଟେଲ: ବିଶାଳ ବିଜୟ ପଥରେ ଅଗ୍ରସର ବିଜେଡି

ବିଜେପୁରରେ ପୁଣିଥରେ ଆସନ ବଜାୟ ରଖିବ ବିଜେଡି । ଦଳୀୟ ପ୍ରାର୍ଥୀ ରୀତା ସାହୁ ବଡ ବ୍ୟବଧାନରେ ବିଜୟୀ ହେବାକୁ ଯାଉଛନ୍ତି ।

author img

By

Published : Oct 24, 2019, 10:20 AM IST

Updated : Oct 24, 2019, 12:33 PM IST

ଡିଜାଇନ ଫଟୋ

ବରଗଡ: ବହୁ ପ୍ରତିକ୍ଷିତ ବିଜେପୁର ଉପ-ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଆସିଥିବା ଟ୍ରେଣ୍ଡରେ ପୁଣିଥରେ ବିଜେଡି ବାଜି ମାରିବାକୁ ଯାଉଛି ।

ରୀତା ସାହୁ ( ବିଜେଡି) ବର୍ତ୍ତମାନ ସୁଦ୍ଧା ଆସିଥିବା ଟ୍ରେଣ୍ଡରେ 1,20,984 ଭୋଟରେ ଆଗୁଆ ଅଛନ୍ତି ।

ସନତ ଗଡତିଆ (ବିଜେପି) ପ୍ରାର୍ଥୀଙ୍କୁ ମିଳିଛି ସପ୍ତଦଶ ରାଉଣ୍ଡ ସୁଦ୍ଧା 33611 ଭୋଟ

ସେହିପରି ଦିଲ୍ଲୀପ ପଣ୍ଡା (କଂଗ୍ରେସ) ପ୍ରାର୍ଥୀ ତ୍ରୟୋଦଶ ରାଉଣ୍ଡ ସୁଦ୍ଧା ମାତ୍ର 5047 ଖଣ୍ଡ ଭୋଟ ପାଇଛନ୍ତି । ଏହାସହ ନବୀନ ପଟ୍ଟନାୟକ ପାଇଥିବା ଭୋଟକୁ ଟପିଛନ୍ତି ରୀତା ସାହୁ । ଏକ ବଡ ବ୍ୟବଧାନରେ ବିଜେଡି ବିଜୟୀ ହେବାକୁ ଯାଉଛି ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

Intro:Body:Conclusion:
Last Updated : Oct 24, 2019, 12:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.