ETV Bharat / elections

ପାଞ୍ଚଟି ପ୍ରଶ୍ନ ନେତାଙ୍କୁ: କୋରେଇ କଂଗ୍ରେସ ପ୍ରାର୍ଥୀ ବନ୍ଦିତା ପରିଡା - programme

ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ କୋରେଇ କଂଗ୍ରେସ ପ୍ରାର୍ଥୀ ବନ୍ଦିତା ପରିଡା । ନିର୍ବାଚନରେ ବିଜୟୀ ହେଲେ କ’ଣ କରିବେ ଏବଂ କ’ଣ ରହିବ ତାଙ୍କର ପ୍ରାଥମିକତା ସେନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବନ୍ଦିତା।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Apr 4, 2019, 3:32 PM IST

ଯାଜପୁର: ମହିଳା କଂଗ୍ରେସର ସଭାନେତ୍ରୀ ବନ୍ଦିତା ପରିଡା। ପ୍ରଥମ ଥର ପାଇଁ ଲଢୁଛନ୍ତି କଂଗ୍ରେସ ଟିକେଟରୁ । କୋରେଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିଛି ଦଳ । ସାମ୍ନାରେ ଅନେକ ଚ୍ୟାଲେଞ୍ଜ।

ବିଜେଡି ପକ୍ଷରୁ ବର୍ତ୍ତମାନର ବିଧାୟକ ଆକାଶ ଦାସ ନାୟକଙ୍କ ଟିକେଟ କାଟି ଅଶୋକ ବଳଙ୍କୁ ଦିଆଯାଇଛି । ବିଜେପି ବିଶ୍ୱଜିତ ନାୟକଙ୍କୁ ପ୍ରାର୍ଥୀ କରିଛି । ବନ୍ଦିତା ପ୍ରଥମ ଥର ପାଇଁ ଏଥର କଂଗ୍ରେସ ଟିକେଟରେ ବିଧାନସଭାକୁ ପଶିବାକୁ ଲକ୍ଷ୍ୟ ରଖିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ମହିଳାଙ୍କ ସୁରକ୍ଷା, କୃଷି, ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ , ଗମନାଗମନ ଓ ନିଯୁକ୍ତିକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି ବନ୍ଦିତା । କୋରେଇର ସର୍ବାଙ୍ଗୀନ ବିକାଶ କରିବା ସହିତ ବିଧାୟକ ପାଣ୍ଠିର ସୁଵିନିଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ମହିଳା କଂଗ୍ରେସର ସଭାନେତ୍ରୀ ବନ୍ଦିତା ପରିଡା। ପ୍ରଥମ ଥର ପାଇଁ ଲଢ଼ୁଛନ୍ତି କଂଗ୍ରେସ ଟିକେଟରୁ କୋରେଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ସାମ୍ନାରେ ଅନେକ ଚ୍ୟାଲେଞ୍ଜ । ବିଜେଡି ପକ୍ଷରୁ ବର୍ତ୍ତମାନର ବିଧାୟକ ଆକାଶ ଦାସନାୟକଙ୍କ ଟିକେଟ କାଟି ଅଶୋକ ବଳଙ୍କୁ ଦିଆ ଯାଇଥିବା ବେଳେ ବିଜେପି ପକ୍ଷରୁ ବିଶ୍ୱଜିତ ନାୟକ । ବନ୍ଦିତା ପ୍ରଥମ ଥର ପାଇଁ ଏଥର କଂଗ୍ରେସ ଟିକେଟ ରେ ବିଧାନସଭାକୁ ପଶିବାକୁ ଲକ୍ଷ୍ୟ ରଖିଛନ୍ତି। ଏବଂ ସେ କହିଛନ୍ତି କୋରେଇ ନିର୍ବାଚନ ମଣ୍ଡଳୀରେ ପ୍ରାଥମିକତା ହିସାବରେ ମହିଳାମାନଙ୍କର ସୁରକ୍ଷା,କୃଷି, ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ , ଗମନାଗମନ ଓ ନିଯୁକ୍ତି କୁ ପ୍ରାଥମିକତା ଦେବୀ। କୋରେଇର ସର୍ବାଙ୍ଗୀନ ବିକାଶ କରିବା ସହିତ ବିଧାୟକ ପାଣ୍ଠିର ସୁଵିନିଯୋଗ କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Body:ଈଟିଭିର ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଞ୍ଚଳବାସୀଙ୍କ ହକ୍ ପାଇଁ ଲଢେ଼ଇ କରିବେ ବୋଲି କହିଛନ୍ତି ବନ୍ଦିତା
bite-ବନ୍ଦିତା ପରିଡ଼ା, କଂଗ୍ରେସ ପ୍ରାର୍ଥୀ କୋରେଇ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.