ETV Bharat / elections

ନାମାଙ୍କନ ଦାଖଲ କଲେ ବଲିଉଡ ‘ଗଦ୍ଦର’ - bjp

ନାମାଙ୍କନ ଦାଖଲ କରିଛନ୍ତି ବଲିଉଡ ଅଭିନେତା ସନ୍ନି ଦେୱଲ । ପଞ୍ଜାବର ଗୁରୁଦାସପୁରରୁ ସେ ଏଥର ନିର୍ବାଚନ ଲଢୁଛନ୍ତି । ଅନ୍ୟପଟେ ପାଟନାରୁ ନାମାଙ୍କନ ଭରିଛନ୍ତି ଶତ୍ରୁଘ୍ନ ସିହ୍ନା ।

ଫାଇଲ ଫଟୋ
author img

By

Published : Apr 29, 2019, 12:33 PM IST

ହାଇଦ୍ରାବାଦ: ଆଜି ଦେଶରେ 72ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ଅନ୍ୟପକ୍ଷେ ବଲିଉଡର ସନ୍ନି ଦେୱଲ ନିଜ 'ଢାଇକିଲୋ ହାତ' ସହ ଗୁରୁଦାସପୁରରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସନ୍ନି ଦେୱଲ ନିଜ ଅସଲି ନାମ ଅଜୟ ସିଂ ଦେୱଲ ନାମରେ ନାମାଙ୍କନ ଦାଖଲ କରିଛନ୍ତି । ଏହାସହ କଭରିଙ୍ଗ ପ୍ରାର୍ଥୀ ଭାବରେ ବିଜେପିର ଅଧ୍ୟକ୍ଷ ଅଶ୍ବିନୀ ଶର୍ମା ମଧ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ସାନ ଭାଇ ବବିଙ୍କ ସହ ପହଞ୍ଚି ନାମାଙ୍କନ ଭରିଥିଲେ ସନି । ଆସନ୍ତା ମେ’ 1ରୁ ପ୍ରଚାର କରିବେ ସନ୍ନି । ତାଙ୍କ ସହ ବାପା ଧର୍ମେନ୍ଦ୍ର ଓ ବବି ପ୍ରଚାର କରିବେ । ଅନ୍ୟପଟେ ପାଟଣାରେ ଶତ୍ରୁଘ୍ନ ସିହ୍ନା ନାମାଙ୍କନପତ୍ର ଦାଖଲ କରିଛନ୍ତି ।

Intro:Body:

SHREEMAYEE

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.