ETV Bharat / elections

ମତଦାନ ପାଇଁ ମୋଦି ଓ ଧର୍ମେନ୍ଦ୍ରଙ୍କ ଆହ୍ବାନ: ଗଣତନ୍ତ୍ରରେ ନେତୃତ୍ବ ନିଅନ୍ତୁ ଯୁବପିଢି

author img

By

Published : Apr 18, 2019, 7:57 AM IST

ଯୁବପିଢିଙ୍କୁ ଗଣତନ୍ତ୍ରରେ ସକ୍ରିୟ ଭୂମିକା ନେବାକୁ ମୋଦିଙ୍କ ଆହ୍ବାନ। ବିପୁଳ ସଂଖ୍ୟାରେ ମତଦାନ ଦେବାକୁ ଯୁବପିଢିଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ। 12ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 95ଟି ଆସନରେ ଚାଲିଛି ଭୋଟ୍‌ ଗ୍ରହଣ। ତେବେ ଏଥିପାଇଁ ଦେଶବାସୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍‌ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଛନ୍ତି ।

  • Dear Citizens of India,

    Phase 2 of the Lok Sabha polls start today. I am sure all those whose seats are polling today will strengthen our democracy by exercising their franchise.

    I hope more youngsters head to the polling booths and vote!

    — Chowkidar Narendra Modi (@narendramodi) April 18, 2019 " class="align-text-top noRightClick twitterSection" data=" ">

ମୋଦି ଟ୍ବିଟରରେ ଲେଖିଛନ୍ତି ଯେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବିପୁଳ ସଂଖ୍ୟାରେ ମତଦାନ ପାଇଁ ଦେଶବାସୀଙ୍କୁ ଅନୁରୋଧ। ଜନତାଙ୍କ ଭୋଟ୍‌ ଗଣତନ୍ତ୍ରକୁ ଆହୁରି ମଜଭୁତ୍‌ କରିବ। ପୋଲିଂ ବୁଥ୍‌କୁ ଅଧିକ ସଂଖ୍ୟାରେ ଯୁବପିଢି ଆଗେଇ ଆସନ୍ତୁ ଓ ଭୋଟ୍‌ ଦେଇ ଦେଶର ଗଣତନ୍ତ୍ରକୁ ମଜଭୁତ କରନ୍ତୁ ।

  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଆବାଳ-ବୃଦ୍ଧ-ବନୀତା ବିପୁଳ ସଂଖ୍ୟାରେ ଭୋଟ ଅଧିକାର ସାବ୍ୟସ୍ତ କରିବାକୁ ଅନୁରୋଧ । ରାଜ୍ୟର ଯୁବପୀଢି ଏହାର ନେତୃତ୍ୱ ନେଉ । ଗଣତନ୍ତ୍ରରେ ମତାଧିକାର ସାବ୍ୟସ୍ତ ମାଧ୍ୟମରେ ସଠିକ୍ ପ୍ରାର୍ଥୀ ଚୟନ ହିଁ ନୂଆ ଭାରତରେ ନୂଆ ଓଡିଶା ଗଠନର ପଥ ପରିଷ୍କାର କରିବ ।

    — Chowkidar Dharmendra Pradhan (@dpradhanbjp) April 18, 2019 " class="align-text-top noRightClick twitterSection" data=" ">

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ 2ୟ ପର୍ଯ୍ୟାୟ ନିର୍ବାଚନରେ ଆବାଳବୃଦ୍ଧବନିତାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ଗଣତନ୍ତ୍ରରେ ମତାଧିକାର ସାବ୍ୟସ୍ତ ମାଧ୍ୟମରେ ସଠିକ୍‌ ପ୍ରାର୍ଥୀ ଚୟନ ହିଁ ନୂଆ ଭାରତ ତିଆରି କରିବ। ଏହାସହ ଏକ ନୂଆ ଓଡିଶା ଗଠନର ପଥ ପରିଷ୍କାର କରିବ ବୋଲି ସେ ଟ୍ବିଟରରେ ପୋଷ୍ଟ କରିଛନ୍ତି। ଏହାସହ ରାଜ୍ୟର ଯୁବପିଢିଙ୍କୁ ଏହି ଗଣତନ୍ତ୍ରର ମହାପର୍ବରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.