ETV Bharat / elections

‘ଆମେ ବଚନ ଦେଉ, ମୋଦିଙ୍କ ଭଳି ପ୍ରବଚନ ନୁହେଁ’ - ELECTION

କ୍ଷମତା ପାଇଁ ସବୁ ରାଜନୈତିକ ଦଳ ନିଜ ପଦ ପଦବୀ ସବୁକୁ ଭୁଲିଯାଇ ସମାଲୋଚନା କରିବାକୁ ପଛାଉନାହାଁନ୍ତି । ଏବେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ନେତା ସଂଜମତାର ସବୁ ସୀମା ଡେଇଁଗଲେଣି ।

ଡିଜାଇନ ଫଟୋ
author img

By

Published : May 14, 2019, 3:17 PM IST

ଭୋପାଳ: ସପ୍ତଦଶ ନିର୍ବାଚନ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତା 23ରେ ପ୍ରକାଶ ପାଇବ ନିର୍ବାଚନ ଫଳ । ଏବେ ପ୍ରଚାର ମୈଦାନରେ କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । କ୍ଷମତା ବଜାୟ ରଖିବା ପାଇଁ ବିଜେପି ସବୁ ଶକ୍ତି ଲଗାଇ ଦେଇଥିବା ବେଳେ କ୍ଷମତାକୁ ଫେରିବା ପାଇଁ କଂଗ୍ରେସ କୌଣସି ସୁଯୋଗ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି ।

ଆଜି ମଧ୍ୟପ୍ରଦେଶର ରତଲାମରେ ଏକ ନିର୍ବାଚନ ସଭାକୁ ସମ୍ମୋଧିତ କରି ମୁଖ୍ଯମନ୍ତ୍ରୀ କମଳନାଥ ପ୍ରଧାନମନ୍ତ୍ରୀଙ୍କୁ ହଲ୍ଲାବୋଲ ସମାଲୋଚନା କରିଛନ୍ତି । କମଳନାଥ କହିଛନ୍ତି ଆମେ କହିଥିଲୁ ଚାଷୀଙ୍କ ଋଣ ଛାଡ କରିବୁ । ଆମ ସରକାର ଗଠନର 125ଦିନ ପରେ ସାଧାରଣ ନିର୍ବାଚନ ପାଇଁ ଆଚାର ସଂହିତା ଲାଗୁ ହେଲା ଆମ ପାଖରେ କେବଳ 75ଦିନ ସମୟଥିଲା ।

ଆଉ ଏହି ଅଳ୍ପଦିନ ଭିତରେ ଆମେ 21ଲକ୍ଷ ଚାଷୀଙ୍କ ଋଣ ଛାଡ କରିଛୁ । ଅବଶିଷ୍ଟ ବାକିଥିବା ଚାଷୀଙ୍କ ମଧ୍ୟ ଋଣଛାଡ କରାଯିବ ଆମେ ଆମ ବଚନ ରଖିବୁ ନିର୍ବାଚନ ପରେ, କାହିଁକି ନା ଆମେ ବଚନ ଦେଉ ମୋଦିଙ୍କ ଭଳି ପ୍ରବଚନ ନୁହେଁ ବୋଲି କୋମଳ ନାଥ ସମାଲୋଚନା କରିଛନ୍ତି ।

ଏହାସହ ମୋଦିଙ୍କୁ ଚେତାବନୀ ଦେବା ଛଳରେ କହିଛନ୍ତି ମୋଦିଜୀ ଆପଣଙ୍କ ସମୟ ଆସିଯାଇଛି କାହିଁକି ନାଁ ଆପଣ କହିଥିଲେ ଆଛାଦିନ ଆସିବ କିନ୍ତୁ ଆଛାଦିନ ତ ଆସିଲା ନାହିଁ ଏବେ ମୋଦିଜୀ ଆପ ‘ଜାନେ ବାଲା ହୈ’ବୋଲି କମଳ ନାଥ କହିଛନ୍ତି ।

Intro:Body:

sdfd

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.