ETV Bharat / elections

ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ: ଝୁଲା ସରକାର ସମ୍ଭାବନା !

author img

By

Published : Oct 24, 2019, 8:57 AM IST

Updated : Oct 24, 2019, 2:28 PM IST

ଚାଲିଛି ହରିୟାଣା ବିଧାନସଭା ନିର୍ବାଚନର ଭୋଟ ଗଣତି । କଂଗ୍ରେସ ସରକାର ଗଠନ କରିବାକୁ ଉଦ୍ୟମ ଆରମ୍ଭ କରିଛି ।

ଡିଜାଇନ ଫଟୋ

ହରିୟାଣା: ଜାରି ରହିଛି ହରିୟାଣା ବିଧାନସଭା ନିର୍ବାଚନର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ସମସ୍ତ 90 ସିଟରେ ଫଳାଫଳା ଆସିଥିବା ବେଳେ ସେଥିରୁ ବିଜେପି 41 ସିଟ ଆଗରେ ଚାଲିଛି ।

ବର୍ତ୍ତମାନ ସୁଦ୍ଧା (ବିଜେପି)- 41 ସିଟ ଆଗରେ ଚାଲିଥିବା ବେଳେ

କଂଗ୍ରେସ ଶାସକ ବିଜେପିକୁ 31ସିଟରେ କଡା ଟକ୍କର ଦେଉଛି ।

ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା (ଜେଜେପି)- 10ସିଟରେ ଆଗରେ ଥିବାବେଳେ ଅନ୍ୟ ଦଳ ମଧ୍ୟ 08 ସିଟ ଆଗରେ ଅଛନ୍ତି । ରାଜ୍ୟ ଶାସନ ଝୁଲା ସରକାର ଆଡକୁ ଯାଉଥିବା ବେଳେ ଭୋଟ ଗଣତି ଶେଷ ପର୍ଯ୍ୟନ୍ତ ଏବେ ନଜର ରହିଛି ।

Intro:Body:Conclusion:
Last Updated : Oct 24, 2019, 2:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.