ETV Bharat / elections

ଭୋଟ ଦେଲା ବଲିଉଡ

ଭୋଟ ଦେଇଛନ୍ତି ବଲିଉଡ କଳାକାର । ରେଖା, ଉର୍ମିଳା, ପରେଶ ରାୱଲଙ୍କ ସହ ଅନେକ କଳାକାର ଦେଶ ପାଇଁ ନିଜ ମତ ରଖିଛନ୍ତି ।

author img

By

Published : Apr 29, 2019, 9:20 AM IST

Updated : Apr 29, 2019, 12:29 PM IST

ଫଟୋ ଡିଜାଇନ

ହାଇଦ୍ରାବାଦ: ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଆଜି । 9ଟି ରାଜ୍ୟରେ 72ଟି ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ସେହିପରି ମୁମ୍ବାଇରେ ମଧ୍ୟ 6ଟି ଆସନ ପାଇଁ ଭୋଟିଂ ହେଉଛି । ସାଧାରଣ ଜନତାଙ୍କ ସହ ଅଭିନେତାମାନେ ମଧ୍ୟ ଭୋଟ ଦେଉଛନ୍ତି । ଶାହାରୁଖ ଖାନ, ସଲମାନ ଖାନ, ଅମିତାଭ ବଚ୍ଚନ ସହ ପ୍ରାୟ ସବୁ ବଲିଉଡ ଷ୍ଟାର ଭୋଟ ଦେବାକୁ ପହଞ୍ଚିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସକାଳୁ ରେଖା, ଉର୍ମିଳା ମାତୋଣ୍ଡକର, ପ୍ରିୟଙ୍କା ଚୋପ୍ରା ଭୋଟ ଦେଇଛନ୍ତି । ରେଖା ବାନ୍ଦ୍ରାର 283 ନମ୍ବର ବୁଥରେ ଭୋଟ ଦେଇଛନ୍ତି । ଭୋଟ ଦେବା ପରେ ରେଖା କାଳି ଲଗା ହାତ ଦେଖାଇ ଫଟୋ ଉଠେଇଛନ୍ତି । ତାଙ୍କ ସହିତ ରବି କିଶାନ ମଧ୍ୟ ଭୋଟ ଦେବାର ଦେଖାଯାଇଛି । ତେବେ ରବି ଗୋରଖପୁରରୁ ବିଜେପିର ଲୋକସଭା ଆସନରୁ ଲଢୁଛନ୍ତି । ସେହିପରି ଅଭିନେତା ତଥା ବିଜେପି ସାଂସଦ ପରେଶ ରାୱଲ ମଧ୍ୟ ଭୋଟ ଦେଇଛନ୍ତି ।

bollywood
ଡିଜାଇଲ ଫଟୋ

ସେହିପରି ପ୍ରିୟଙ୍କା ଚୋପ୍ରା ମୁମ୍ବାଇର ଭସ୍ରୋଭାରେ ଭୋଟ ଦେଇଛନ୍ତି । ସେହିପରି ଉର୍ମିଳା ମାତୋଣ୍ଡକର ମଧ୍ୟ ଭୋଟ ଦେଇଛନ୍ତି । ତେବେ ସେ କିଛି ଦିନତଳେ କଂଗ୍ରେସରେ ଯୋଗ ଦେଇଥିଲେ । ପରେ ଅଜୟ ଦେୱଗନ ପତ୍ନୀ କାଜଲ, ସୋନାଲି ବେନ୍ଦ୍ରେ, ମାଧୁରୀ ଦିକ୍ଷିତ, ଅମିର ଖାନଙ୍କ ସମେତ ଅନେକ କଳାକାର ମତଦାନ ଦେଇଛନ୍ତି ।

Intro:Body:

SHREEMAYEE

Conclusion:
Last Updated : Apr 29, 2019, 12:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.