ETV Bharat / crime

ନୂଆପଡାରେ ଚାଞ୍ଚଲ୍ୟ, ପୁଅକୁ ହତ୍ୟା ପରେ ଆତ୍ମହତ୍ୟା କଲା ବାପା

author img

By

Published : Jun 24, 2022, 1:28 PM IST

ନୂଆପଡା ଧରମବନ୍ଧା ଥାନା ଅନ୍ତର୍ଗତ ଫୋକଟ ପଡାରେ ଅଭାବନୀୟ ଘଟଣା । ପୁଅକୁ ହତ୍ୟା ପରେ ଆତ୍ମହତ୍ୟା କଲା ବାପା । ଅଧିକ ପଢନ୍ତୁ

ନୂଆପଡାରେ ଚାଞ୍ଚଲ୍ୟ, ପୁଅକୁ ହତ୍ୟା ପରେ ଆତ୍ମହତ୍ୟା କଲା ବାପା
ନୂଆପଡାରେ ଚାଞ୍ଚଲ୍ୟ, ପୁଅକୁ ହତ୍ୟା ପରେ ଆତ୍ମହତ୍ୟା କଲା ବାପା

ନୂଆପଡା: ନିଶାଶକ୍ତ ବାପାର ଉନ୍ମତକାଣ୍ଡ । ସାମାନ୍ୟ ବଚସାରୁ ସୈତାନ ପାଲଟିଲା ବାପା । ଜନ୍ମିତ ପୁଅ ପୁଅକୁ ବିଚ ରାସ୍ତାରେ ଟାଙ୍ଗିଆରେ ହାଣି ହତ୍ୟା ପରେ ନିଜେ କଲା ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ଧରମବନ୍ଧା ଥାନା ଅନ୍ତର୍ଗତ ଫୋକଟପଡାରେ । ସୂଚନା ଅନୁଯାୟୀ, ନିଶାଶକ୍ତ ବାପା ନକଲ ରାଉତ ପୁଅ ଶୋଭିତ ରାଉତ ମଧ୍ୟରେ ସାମାନ୍ୟ ବଚଷା ହୋଇଥିଲା । ଏହାକୁ ନେଇ ଆଜି ସକାଳ ସମୟରେ ନିଶାଶକ୍ତ ବାପା ଉତକ୍ଷିପ୍ତ ହୋଇ ନିଜ ପୁଅ ଶୋଭିତକୁ ରାସ୍ତାକଡରେ ଗୋଡାଇ ଗୋଡ଼ାଇ ଧାରୁଆ ଟାଙ୍ଗିଆରେ ହତ୍ୟା କରିଥିଲା ।

ପରେ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ଏନେଇ ଖବର ପାଇ ଘଟଣାସ୍ଥଳରେ ଧରାମବନ୍ଧା ପୋଲିସ ଓ ନୂଆପଡା SDPO ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.