ETV Bharat / city

ଚୌକିଦାରକୁ ହଟାଇବା ପାଇଁ ଲାଗି ପଡିଛନ୍ତି ଭ୍ରଷ୍ଟାଚାରୀ: ନରେନ୍ଦ୍ର ମୋଦି - odisha bjp

ସମ୍ବଲପୁର ଠାରେ ଆୟୋଜିତ ହୋଇଥିବା ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ବିଭିନ୍ନ ପ୍ରସଙ୍ଗରେ ଉଭୟ ବିଜେଡି ଏବଂ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।

ଫଟୋ ସୌଜନ୍ୟ: ଟ୍ୱିଟର@BJP4Odisha
author img

By

Published : Apr 16, 2019, 2:21 PM IST

Updated : Apr 16, 2019, 5:47 PM IST

ସମ୍ବଲପୁର: ଓଡିଶା ଆସିବା ମୋ ପାଇଁ ତୀର୍ଥଯାତ୍ରା । ବୀରପୁରୁଷଙ୍କ ଜନ୍ମ ମାଟି ହେଉଛି ଓଡିଶା । ଏଠାକୁ ଗସ୍ତ କରିବା ଅବସରରେ ମୁଁ ସେମାନଙ୍କୁ ପ୍ରଣାମ କରିବା ସହ ମା ସମଲେଇଙ୍କ ଆଶୀର୍ବାଦ କାମନା କରୁଛି । ସମ୍ବଲପୁର ଠାରେ ଆୟୋଜିତ ହୋଇଥିବା ବିଜୟ ସଙ୍କଳ୍ପ ସମାବେଶକୁ ସମ୍ବୋଧନ କରିବା ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ଏହି ସମାବେଶରେ ଯୋଗ ଦେଇଥିବା ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବା ଅବସରରେ ସେ ବିଭିନ୍ନ ପ୍ରସଙ୍ଗରେ ବିରୋଧି କଂଗ୍ରେସ ଏବଂ ବିଜେଡି ଉପରେ ପାଲଟା ଆକ୍ରମଣ କରିଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥା ଦ୍ବାରା ଲୋକଙ୍କୁ ଯୋଗାଇ ଦିଆଯାଉଥିବା ଚାଉଳରେ ରାଜ୍ୟ ଅପେକ୍ଷା ଅଧିକ ପରିମାଣର ସବ୍‌ସିଡି ଲୋକଙ୍କୁ ଯୋଗାଉଛି କେନ୍ଦ୍ର । ମାତ୍ର ଓଡିଶା ସରକାର ଏହାକୁ ନିଜର ବୋଲି ପ୍ରଚାର କରିବା ସହ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି ।

  • ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଓଡିଶାରୁ ଜଣାପଡୁଛି କି ଦିଲ୍ଲୀରେ ପୁଣି ଥରେ ମୋଦି ସରକାର ଓ ଓଡ଼ିଶାରେ ବିଜେପି ସରକାର ଗଠନ ହେବ : ପିଏମ ଶ୍ରୀ @narendramodi, ସମ୍ବଲପୁର ଠାରେ #BharatModiKeSaath pic.twitter.com/K7LElfFnA5

    — BJP Odisha (@BJP4Odisha) April 16, 2019 " class="align-text-top noRightClick twitterSection" data=" ">
  • କେନ୍ଦ୍ରରେ ମୋଦି ସରକାର ଏବଂ ଓଡ଼ିଶାରେ ବିଜେପି ସରକାର ହେଲେ ଉନ୍ନତିର ବେଗ ହେବ ଦୁଇଗୁଣ : ପିଏମ ଶ୍ରୀ @narendramodi, ସମ୍ବଲପୁର ଠାରେ #BharatModiKeSaath pic.twitter.com/mEQTt6lNPd

ଭାରତକୁ ବଳ ଯୋଗାଉଛି ଓଡିଶାର ଖଣିଜ ଓ ବନ ସମ୍ପଦ । ଏହି ଅଞ୍ଚଳରେ ରହୁଥିବା ବନବାସୀ ଆଜି ମଧ୍ୟ ଅବହେଳିତ ଅବସ୍ଥାରେ ରହିଛନ୍ତି । ଆସନ୍ତା ୨୦୨୨ ମସିହା ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗରିବ, ବଞ୍ଚିତ, ପଛୁଆବର୍ଗ, ଏବଂ ଆଦିବାସୀ ପରିବାରକୁ ପକ୍କା ଘର ଯୋଗାଇ ଦେବା ଆମର ଲକ୍ଷ୍ୟ ।

  • 'କୋଇଲା ଦୁର୍ନୀତି' କାହା ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି ତାହା ଲୋକମାନେ ଠିକ ଜାଣିଛନ୍ତି : ପିଏମ ମୋଦି #BharatModiKeSaath

  • ୨୦୨୨ ସୁଦ୍ଧା ଓଡ଼ିଶାର ପ୍ରତ୍ୟେକ ଗରିବ, ବଞ୍ଚିତ, ପଛୁଆବର୍ଗ, ଆଦିବାସୀ ପରିବାର ପାଖରେ ନିଜର ପକ୍କା ଘର ଥିବ, ଏହି ଲକ୍ଷ୍ୟ ନେଇ ଆମେ ଚାଲିଛୁ : ପିଏମ ମୋଦି #BharatModiKeSaath

  • ଓଡ଼ିଶାରେ ଭାଜପାର ନୂଆ ସରକାର ଏବଂ ଦିଲ୍ଲୀରେ ପୁଣି ଥରେ ଭାଜପା ସରକାର ଗଠନ ହେବା ପରେ, ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ l

    ଏହି ଯୋଜନା ଲାଗୁ ହେବା ପରେ ଏଠାକାର ଗରିବ ପରିବାର ମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଃଶୁଳ୍କ ଚିକିତ୍ସା ଦେଶର ସମସ୍ତ ଚିକିତ୍ସାଳୟରେ ପାଇପାରିବେ : ପିଏମ ମୋଦି #BharatModiKeSaath

  • ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ବନେଇବା ପାଇଁ ଆପଣଙ୍କର ବହୁ ମୂଲ୍ୟବାନ ଭୋଟ ପଦ୍ମର ବଟମରେ ଦୁଇ ଥର ବାଜିବା ଦରକାର : ପିଏମ ଶ୍ରୀ @narendramodi, ସମ୍ବଲପୁର ଠାରେ#BharatModiKeSaath pic.twitter.com/xV0MgsgYP0

ପାଣି ଭଳି ମୌଳିକ ସମସ୍ୟାକୁ ଆମେ ସରକାର ଯତ୍ନବାନ । କ୍ଷମତାକୁ ଆସିବା ପରେ ଜଳଶକ୍ତି ମନ୍ତ୍ରାଳୟ ଗଠନ କରାଯିବ । ଏହା ଦ୍ବାରା ଦେଶରେ ଥିବା ନଦୀ, ସମୁଦ୍ର ଭଳି ଜଳଉତ୍ସ ଓ ବର୍ଷାଜଳକୁ ସଂଗ୍ରହ କରି ଆମେ ବ୍ୟବସ୍ଥିତ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇବୁ l ସେହିପରି କୃଷକଙ୍କ ସମସ୍ୟା ପ୍ରତି ଆମ ସରକାର ସଜାଗ । କ୍ଷମତାକୁ ଆସିବା ପରେ କୃଷକଙ୍କ ବ୍ୟାଙ୍କ ଖାତାରେ ସେମାନଙ୍କର ସହାୟତା ରାଶି ଯୋଗାଇ ଦିଆଯିବ । ଯେଉଁଥିରେ କୌଣସି ଦଲାଲଙ୍କର ଭାଗ ରହିବ ନାହିଁ ।
  • ଆପଣଙ୍କର ଏହି ଚୌକିଦାର ବହୁ ବର୍ଷର ପୁରୁଣା ଖଣି ନିୟମକୁ ବଦଳେଇଛି l

    ଏଠାରୁ ଉତ୍ତୋଳନ ହେଉଥିବା ଖଣିଜ ପଦାର୍ଥର ଏକ ନିଶ୍ଚିତ ଭାଗ ସେହି ଅଂଚଳର ବିକାଶ ପାଇଁ ଖର୍ଚ୍ଚ ହେବ : ପିଏମ ମୋଦି #BharatModiKeSaath

ଗରିବଙ୍କ ବିକାଶ ପାଇଁ ଆମ ସରକାର ଦୃଢପ୍ରତିଶ୍ରୁତିବଦ୍ଧ । ଆପଣଙ୍କର ଏହି ଚୌକିଦାର ସରକାର ଆପଣଙ୍କ ନିକଟକୁ ୧୦୦ ପଇସା ପଠାଉଛି । ଯାହା ପୁରାପୁରି ଭାବେ ଆପଣଙ୍କ ପାଇଁ ଖର୍ଚ୍ଚ ହେଉଛି । ଆମ ସରକାରଙ୍କ ପାଖରେ ଅର୍ଥର କୌଣସି ଅଭାବ ନାହିଁ କେବଳ ଏହାର ସଠିକ ବିନିଯୋଗ କରିବାର ଆବଶ୍ୟକତା ରହିଛି ।

  • ଆପଣମାନେ ଦିଲ୍ଲୀରେ ଏକ ମଜବୂର ଏବଂ ଭ୍ରଷ୍ଟ ସରକାର ଦେଖିଥିଲେ l

    ତାହା ଏମିତି ସରକାର ଥିଲା ଯେ କି ଆପଣଙ୍କ ଚିନି ଠାରୁ ରାସନ ପର୍ଯ୍ୟନ୍ତ ସବୁଥିଲେ ଘୋଟଲା କରୁଥିଲା l

    ଯିଏ କୃଷକ ମାନଙ୍କୁ ମିଳୁଥିବା ୟୁରିଆରେ ମଧ୍ୟ ଘୋଟଲା କରିବାକୁ ପଛାଉ ନଥିଲେ : ପିଏମ ମୋଦି #BharatModiKeSaath

  • ଏବେ ମୋଦି ସରକାର, ଆପଣଙ୍କର ଏହି ଚୌକିଦାର ସରକାର ଏପରି ବ୍ୟବସ୍ଥା କରିଛି ଯଦି ସରକାର ୧୦୦ ପଇସା ପଠାଉଛି, ତେବେ ପୁରା ୧୦୦ ପଇସା ଦେଶର ଗରିବଙ୍କ ପାଇଁ ଖର୍ଚ୍ଚ ହେଉଛି : ପିଏମ ମୋଦି #BharatModiKeSaath

  • ସ୍ୱାଧୀନତାର ଏତେ ବର୍ଷ ପର୍ଯ୍ୟନ୍ତ ଭ୍ରଷ୍ଟାଚାର ଚାଲୁଥିଲା କିନ୍ତୁ ଏହାକୁ ଅଟକେଇବାକୁ କେହି ନଥିଲେ : ପିଏମ ମୋଦି #BharatModiKeSaath

  • ଆମ ଦେଶରେ ସରକାରଙ୍କ ପାଖରେ ଅର୍ଥର ଅଭାବ ନାହିଁ, ଅଭାବ ଅଛି କେବଳ ସେହି ଅର୍ଥର ସଠିକ ବିନିଯୋଗ କରିବାର : ପିଏମ ମୋଦି #BharatModiKeSaath

ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଭଳି ପ୍ରସଙ୍ଗରେ ଉଭୟ ବିଜେଡି ଏବଂ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ସରକାର ଖଣି ଏବଂ ଚିଟପଣ୍ଡ ମାଫିଆଙ୍କୁ ସୁରକ୍ଷା ଦେଉଛି । ମାତ୍ର ଏ ଚୌକିଦାର ବହୁ ବର୍ଷ ଧରି ଚାଲି ଆସୁଥିବା ଖଣି ନିୟମକୁ ବଦଳାଇ ଦେଇଛି । ବିରୋଧିଙ୍କ ଦ୍ବାରା କରାଯାଇଥିବା ଭ୍ରଷ୍ଟାଚାର ବିରୋଧରେ ଯେତେବେଳେ କାର୍ଯ୍ୟାନୁଷ୍ଠାନ ସେତେବେଳେ ସେମାନଙ୍କୁ ଏତେ କଷ୍ଟ ହେଲା ଯେ ସେମାନେ ଚୌକିଦାରକୁ ହଟାଇବା ପାଇଁ ଲାଗି ପଡିଛନ୍ତି।

ଆମ କ୍ଷମତାକୁ ଆସିବା ପୂର୍ବରୁ ଆପଣ ଦିଲ୍ଲୀରେ ଏକ ମଜବୁର ଏବଂ ଭ୍ରଷ୍ଟ ସରକାର ଦେଖିଥିଲେ l ତାହା ଏଭଳି ସରକାର ଥିଲା ଯିଏକି ଚିନି ଠାରୁ ରାସନ ପର୍ଯ୍ୟନ୍ତ ସବୁଥିଲେ ଘୋଟଲା କରୁଥିଲା l ଏପରିକି କୃଷକଙ୍କୁ ମିଳୁଥିବା ୟୁରିଆରେ ମଧ୍ୟ ଘୋଟଲା କରିବାକୁ ପଛଘୁଞ୍ଚା ଦେଉନଥିଲା ସ୍ବାଧୀନତା ପର ଠାରୁ ଦେଶରେ ଭ୍ରଷ୍ଟାଚାର ଚାଲୁଥିଲେ ମଧ୍ୟ କିଏ ଏହାକୁ ଅଟକାଉ ନଥିଲେ । ମାତ୍ର ଏବେ ସେମାନେ ଚେତିବା ଆରମ୍ଭ କଲେଣି ।

ସମ୍ବଲପୁରରୁ ବାଦଶାହା ଜୁସ୍‌ମନ ରଣା, ଈଟିଭି ଭାରତ

Slug,,, refrigerator seized, avb, puri,150419

Anc,, ଫ୍ଲାଇଙ୍ଗ ସ୍କ୍ୱାର୍ଡ ଶନିବାର ପୁରୀ ର କଣାସ ବ୍ଳକ ଚୁପୁରିଙ୍ଗୀ ଠାରେ ଏକ ଫ୍ରିଜ ଓ ଗ୍ରାଇଣ୍ଡର ବୋଝେଇ ଗାଡି ଅଟକ ରଖି ତଦନ୍ତ ଚଳାଇଛି। ଏହି ଜିନିଷ ଗୁଡିକ କେଉଁ ସ୍ଥାନରୁ ଯାଉଥିଲା ତାହାର ପ୍ରମାଣ ଟ୍ରକ ଚାଳକ ଦେଇ ନ ପରିବାରୁ ଏହାକୁ ସ୍ତାନୀୟ ଗଡ଼ିଶାଗୋଦା ଥାନା ରେ ରଖାଯାଇଛି। ଚୁପୁରିଙ୍ଗୀ ଠାରେ ଯାଂଜ୍ଜ ବେଳେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ହାତରେ ଏହା ଧରାପଡିଥିଲା। ନିର୍ବାଚନ ସମୟ ଥିବାରୁ ଏହାକୁ ଭୋଟର ଙ୍କୁ ପ୍ରଲୋଭିତ କରିବା ନିମନ୍ତେ କିମ୍ବା କଳା ବଜାରୀ କରି ବିକ୍ରି ନିମନ୍ତେ ନିଆଯାଉଥିବା ସନ୍ଦେହ କରାଯାଉଛି। ତେବେ ଏ ନେଇ ତଦନ୍ତ ଚାଲିଥିବା ବେଳେ ସଠିକ ତଥ୍ୟ ମିଳିନଥିବା ପୁରୀ ଜିଲାପାଳ କହିଛନ୍ତି।  ପୁରୀ ଜିଲ୍ଲାରେ ଗତ ସପ୍ତାହରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ କୁ 3 ଟି ବଡ଼ ସଫଳତା ମିଳିଛି। ପିପିଲି ବିଧାନସଭା ଅନ୍ତର୍ଗତ ଡେଲାଙ୍ଗ କଣାସ ରୋଡ଼ ରୁ ଗତ 4 ତାରିଖରେ 8 ଲକ୍ଷ 96 ହଜାର , 10 ତାରିଖରେ କାକଟପୁର ଅଞ୍ଚଳରେ 1 ଲକ୍ଷ 50 ହଜାର , 13 ତାରିଖରେ ଅସ୍ତରଙ୍ଗ ରେ 16 ଲକ୍ଷ 70 ହଜାର ଜବତ କରାଯାଇଛି। ତେବେ ପୁରୀ ଜିଲ୍ଲାରେ ମୋଟ 45 ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗଠନ କରାଯାଇ ଅଚାନକ ଚଢ଼ାଉ କରାଯାଉଛି ବୋଲୀ ପୁରୀ ଜିଲ୍ଲା ପାଳ କହିଛନ୍ତି।

ବାଇଟ,, ଜ୍ୟୋତି ପ୍ରକାଶ ଦାସ , ପୁରୀ ଜିଲାପାଳ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ଭିଯୁଆଲ ବାଇଟ ଯାଇଛି।
Last Updated : Apr 16, 2019, 5:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.