ETV Bharat / city

Vigilance Raid: ଭିଜିଲାନ୍ସ ପଞ୍ଝାରେ ଓମଫେଡ ଡେପୁଟି ଜେନେରାଲ ମ୍ୟାନେଜର

author img

By

Published : Feb 10, 2022, 9:00 AM IST

Updated : Feb 10, 2022, 9:55 AM IST

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଓମଫେଡର ଡେପୁଟି ଜେନେରାଲ ମ୍ୟାନେଜର କିଶୋର କୁମାର ନାୟକଙ୍କ ଘରେ ଭିଜିଲାନ୍ସ ରେଡ । ଅଧିକ ପଢନ୍ତୁ

Vigilance Raid : ଭିଜିଲାନ୍ସ ଜାଲରେ ଓମଫେଡ ଡେପୁଟି ଜେନେରାଲ ମ୍ୟାନେଜର

ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ବଲପୁର ଓମଫେଡର ଡେପୁଟି ଜେନେରାଲ ମ୍ୟାନେଜର କିଶୋର କୁମାର ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓମଫେଡ ବା ସାମୁଲର ଡେପୁଟି ଜେନେରାଲ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ଼ କରିଛି । ଏକକାଳୀନ ଭାବେ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ।

Vigilance Raid: ଭିଜିଲାନ୍ସ ପଞ୍ଝାରେ ଓମଫେଡ ଡେପୁଟି ଜେନେରାଲ ମ୍ୟାନେଜର

ସମ୍ବଲପୁର ସାକ୍ଷୀପଡା ସ୍ଥିତ ଘର, ଅଫିସ ତଥା ଭୁବନେଶ୍ୱର ଓ କଟକ ସ୍ଥିତ ତାଙ୍କ ଘରେ ଚଢାଉ ହୋଇଛି । ତେବେ କେତେ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହୋଇଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Feb 10, 2022, 9:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.