ETV Bharat / city

ଜୁଲାଇ ୨୦ରୁ ପୁଣି ଚାଲିବ ସମ୍ବଲପୁର-ଜୁନଗଡ଼-ସମ୍ବଲପୁର ପାସେଞ୍ଜର ସ୍ପେଶାଲ ଟ୍ରେନ - ପୁଣି ଚାଳିବ ସମ୍ବଲପୁର ଜୁନଗଡ଼ ସମ୍ବଲପୁର ପାସେଞ୍ଜର ସ୍ପେଶାଲ ଟ୍ରେନ

ଆସନ୍ତା ୨୦ ତାରିଖରୁ ପୁଣି ଚାଲିବ ସମ୍ବଲପୁର-ଜୁନଗଡ଼-ସମ୍ବଲପୁର ପାସେଞ୍ଜର ସ୍ପେଶାଲ ଟ୍ରେନ । ଏନେଇ ରେଲୱେ ବୋର୍ଡ ପକ୍ଷରୁ ପୂର୍ବତଟ ରେଲୱେ ଭୁବନେଶ୍ୱର ପ୍ରିନସିପଲ ଚିଫ ଅପରେସନ ମ୍ୟାନେଜରଙ୍କ କାର୍ଯ୍ୟାଳୟରୁ ଡିଆରଏମ ସମ୍ବଲପୁରକୁ ନିର୍ଦ୍ଦେଶ ହୋଇଛି । ଅଧିକ ପଢ଼ନ୍ତୁ

the sambalpur junagarh sambalpur passenger special train will run again
ଜୁଲାଇ ୨୦ରୁ ପୁଣି ଚାଳିବ ସମ୍ବଲପୁର-ଜୁନଗଡ଼-ସମ୍ବଲପୁର ପାସେଞ୍ଜର ସ୍ପେଶାଲ ଟ୍ରେନ
author img

By

Published : Jul 9, 2022, 12:45 PM IST

ସମ୍ବଲପୁର: ଆସନ୍ତା ୨୦ ତାରିଖରୁ ପୁଣି ଚାଲିବ ସମ୍ବଲପୁର-ଜୁନଗଡ଼-ସମ୍ବଲପୁର ପାସେଞ୍ଜର ସ୍ପେଶାଲ ଟ୍ରେନ । ରେଲୱେ ବୋର୍ଡର ଚିଠି ମୁତାବକ ଇଷ୍ଟକୋଷ୍ଟ ବା ପୂର୍ବତଟ ରେଲୱେ ଭୁବନେଶ୍ୱର ପ୍ରିନସିପଲ ଚିଫ ଅପରେସନ ମ୍ୟାନେଜରଙ୍କ କାର୍ଯ୍ୟାଳୟରୁ ଡିଆରଏମ ସମ୍ବଲପୁରକୁ ନିର୍ଦ୍ଦେଶ ହୋଇଛି ।

୫ଟି ସାଧାରଣ ଓ ଗୋଟେ ସ୍ଲିପର ସମେତ ୬ଟି କୋଚ ବିଶିଷ୍ଟ ପାସେଞ୍ଜର ଟ୍ରେନ ନଂ ୦୮୩୧୭/୦୮୩୧୮ ଚାଲିବ। ୨୦ ତାରିଖରେ ସମ୍ବଲପୁର-ଜୁନଗଡ଼-ସମ୍ବଲପୁର ପାସେଞ୍ଜର ଟ୍ରେନଟି ସମ୍ବଲପୁର ରେଳ ଷ୍ଟେସନରୁ ସକାଳ ୬ଟା ୪୫ ମିନିଟ ସମୟରେ ଛାଡିବ ଓ ଅପରାହ୍ନ ୩ଟା ୫ମିନିଟରେ ପହଞ୍ଚିବ । ସେହିପରି ୨୧ତାରିଖରେ ଜୁନଗଡ଼ରୁ ଜୁନାଗଡ଼-ସମ୍ବଲପୁର ପାସେଞ୍ଜର ସ୍ପେଶାଲ ଟ୍ରେନ ନଂ ୦୮୩୧୮ ସକାଳ ୯ଟା ୪୫ମିନିଟରେ ଛାଡିବ ଏବଂ ସନ୍ଧ୍ୟା ୬ଟାରେ ସମ୍ବଲପୁରରେ ପହଞ୍ଚିବ ବୋଲି ସମ୍ବଲପୁର ରେଳ ବିଭାଗକୁ ହୋଇଥିବା ଚିଠିରେ ଦର୍ଶାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.