ETV Bharat / city

ବ୍ରାଭୋ ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡରେ ସମ୍ବଲପୁରର ସୋହମ - ବ୍ରାଭୋ ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡ

ବ୍ରାଭୋ ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ସମ୍ବଲପୁରର 16 ବର୍ଷୀୟ ସୋହମ ପ୍ରକାଶ ବରାଳ । ୟଙ୍ଗେଷ୍ଟ ଇନୋଭେଟିଭ ସ୍କୋଲାର (Youngest Innovative Scholar) ଭାବେ ସେ ଏହି ରେକର୍ଡ ସ୍ଥାପନ କରିଛନ୍ତି। ଅଧିକ ପଢନ୍ତୁ

ବ୍ରାଭୋ ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡରେ ସମ୍ବଲପୁରର ଶୋହମ

author img

By

Published : Jan 30, 2022, 7:16 PM IST

ସମ୍ବଲପୁର: ବ୍ରାଭୋ ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ସମ୍ବଲପୁରର 16 ବର୍ଷୀୟ ସୋହମ ପ୍ରକାଶ ବରାଳ । ୟଙ୍ଗେଷ୍ଟ ଇନୋଭେଟିଭ ସ୍କୋଲାର (Youngest Innovative Scholar) ଭାବେ ସେ ଏହି ରେକର୍ଡ ସ୍ଥାପନ କରିଛନ୍ତି। ରାଡାର କମ୍ଯୁନିକେସନ ଆଣ୍ତ ଡିଫେନ୍ସ ଟେକ୍ନୋଲୋଜି (Radar Communication and Defence Technology)ରେ ସେ ରିସର୍ଚ୍ଚ କରି ଏହି ସଫଳତା ପାଇଛନ୍ତି।

ବ୍ରାଭୋ ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡରେ ସମ୍ବଲପୁରର ଶୋହମ

ବ୍ରାଭୋ ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡ ପକ୍ଷରୁ ହୋଇଥିବା ଗ୍ଲୋବାଲ ଇନୋଭେଟିବ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରିଥିଲେ । ନିଜର ରିସର୍ଚ୍ଚ ଉପସ୍ଥାପନ କରି ଏଥିରେ ସବୁଠାରୁ କମ ବୟସର ସ୍କୋଲାର ଭାବେ ରେକର୍ଡ ସ୍ଥାପନ କରିଛନ୍ତି ସମ୍ବଲପୁର କମିଶନର କଲୋନୀର ସୋହମ ପ୍ରକାଶ ବରାଳ। ସେ ବର୍ତ୍ତମାନ ସମ୍ବଲପୁରର ମଦନାବତୀ ସ୍କୁଲର ଯୁକ୍ତଦୁଇ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ର।

ଏହାବି ପଢନ୍ତୁ: NCW Foundation Day: ସୋମବାର ସମ୍ବୋଧିତ କରିବେ PM

ସ୍କୁଲ ଦିନରୁ ସେ ରାଡାର କମ୍ୟୁନିକେସନ ଓ ଡିଫେନ୍ସ ଟେକ୍ନୋଲୋଜିରେ ରିସର୍ଚ୍ଚ କରିବାକୁ ଚାହୁଁଥିଲେ। ତେବେ ଏଥିପାଇଁ ସେ ବହୁ ପରିଶ୍ରମ କରି ଯୁକ୍ତ ଦୁଇ ପ୍ରଥମ ବର୍ଷରେ ହିଁ ସଫଳତା ପାଇଥିଲେ। ଏହି ବିଷୟରେ ତାଙ୍କର ରିସର୍ଚ୍ଚ ସେ ବ୍ରାଭୋ ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡରେ ଉପସ୍ଥାପନ କରି Youngest Innovative Scholar ଭାବେ ସ୍ୱୀକୃତି ପାଇଛନ୍ତି।

ଆଗକୁ ମଧ୍ୟ ସେ ଏହି କ୍ଷେତ୍ରରେ ଆହୁରି ରିସର୍ଚ୍ଚ କରି ଦେଶ ସେବା କରିବେ ବୋଲି କହିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ବାପା ଜଗନ୍ନାଥ ବରାଳ ଓ ମାଆ ତରଙ୍ଗିନୀ ବରାଳ ସବୁ ଶ୍ରେୟ ଦେଇଛନ୍ତି। ଏହାସହ ନିଜସ୍କୁଲ ଶିକ୍ଷକଙ୍କ ସହଯୋଗ ଯୋଗୁଁ ଏହି ସଫଳତା ସେ ପାଇଛନ୍ତି ବୋଲି କହିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.