ETV Bharat / city

ସମ୍ବଲପୁର ଗସ୍ତରେ ଆରପିଏଫ ଆଇଜି, ବିଭିନ୍ନ ପ୍ରସଙ୍ଗରେ ବରିଷ୍ଠ ଅଧିକାରୀଙ୍କ ସହ କଲେ ଆଲୋଚନା - ଆରପିଏଫ ଆଇଜି ରାଜରାମ

ସମ୍ବଲପୁର ରେଳମଣ୍ଡଳ ଆରପିଏଫର କାର୍ଯ୍ୟଶୈଳୀ ତଦାରଖ କରିଛନ୍ତି ସମ୍ବଲପୁର ଗସ୍ତରେ ଥିବା ଆରପିଏଫ ଆଇଜି ରାଜରାମ । ଆରପିଏଫର ବରିଷ୍ଠ ଅଧିକାରୀଙ୍କୁ ଭେଟି ଏହାର କାର୍ଯ୍ୟକଳାପର ତଦାରଖ କରିବା ସହ ସଫଳତା, କାର୍ଯ୍ୟ ସମୟରେ ଉପୁଜୁଥିବା ସମସ୍ୟା, ମାନବ ସମ୍ବଳର ସ୍ଥିତି ଓ ରେଳ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଆଦି ଉପରେ ସେ ଆଲୋଚନା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Nov 8, 2019, 2:23 AM IST

ସମ୍ବଲପୁର: ସମ୍ବଲପୁର ରେଳମଣ୍ଡଳ ଆରପିଏଫର କାର୍ଯ୍ୟଶୈଳୀ ତଦାରଖ କରିଛନ୍ତି ସମ୍ବଲପୁର ଗସ୍ତରେ ଥିବା ଆରପିଏଫ ଆଇଜି ରାଜରାମ । ଗୁରୁବାର ସେ ସମ୍ବଲପୁର ରେଳ ମଣ୍ଡଳ ଆରପିଏଫର ବରିଷ୍ଠ ଅଧିକାରୀଙ୍କୁ ଭେଟି ଏହାର କାର୍ଯ୍ୟକଳାପର ତଦାରଖ କରିବା ସହ ସଫଳତା, କାର୍ଯ୍ୟ ସମୟରେ ଉପୁଜୁଥିବା ସମସ୍ୟା, ମାନବ ସମ୍ବଳର ସ୍ଥିତି ଓ ରେଳ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଆଦି ଉପରେ ଅଲୋଚନା କରିଛନ୍ତି ।

ଏହି ଅବସରରେ ସେ ନକଲି ରେଳ ଟିକେଟ୍‌ କାରବାର ଉପରେ ରୋକ ଲଗାଇବା ପାଇଁ ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ ଖୋର୍ଦ୍ଧାରେ ଆରପିଏଫର ଏକ ସାଇବର ସେଲ ହେବ ବୋଲି କହିଛନ୍ତି । ଏହାସହ ସାଧାରଣ ଲୋକ ସଚେତନ ହେଲେ ଅପରାଧ ରୋକିବାରେ ଆରପିଏଫକୁ ଅଧିକ ସଫଳତା ମିଳିବ ବୋଲି ମଧ୍ୟ କହିଛନ୍ତି ।

ସମ୍ବଲପୁର ଗସ୍ତରେ ଆରପିଏଫ ଆଇଜି, ବିଭିନ୍ନ ପ୍ରସଙ୍ଗରେ ବରିଷ୍ଠ ଅଧିକାରୀଙ୍କ ସହ କଲେ ଆଲୋଚନା

ରେଳ ବିଭାଗରେ ସ୍ବଚ୍ଛତା ଓ ଲୋକଙ୍କ ମଧ୍ୟରେ ସଚେତନତା ବଢିଲେ ଏହା ସାଧାରଣ ଲୋକ ପାଇଁ ଅଧିକ ସୁବିଧା ହେବ ବୋଲି ମତ ପ୍ରକାଶ କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଗସ୍ତରେ ଆର ପି ଏଫ ଆଜି ରାଜରାମ। ଆଜି ସେ ସମ୍ବଲପୁର ଗସ୍ତରେ ଆସି ସମ୍ବଲପୁର ରେଳ ମଣ୍ଡଳ ର ଆର ପି ଏଫ ର ବିଭିନ୍ନ ବିଭାଗ ର କର୍ଯ୍ୟଶୈଳୀ ର ତଦାରଖ କରିଛନ୍ତି।

Body:ସମ୍ବଲପୁର ଗସ୍ତରେ ଥିବା ଆର ପି ଏଫ ଆଇ ଜି ରାଜାରାମ ଆଜି ସମ୍ବଲପୁର ରେଳ ମଣ୍ଡଳ ର ଆରପିଏଫ ର ବରିଷ୍ଠ ଅଧିକାରୀ ଙ୍କୁ ଭେଟି ଏହାର ଜର୍ଯ୍ୟ କଳାପ ର ତଦାରଖ କରିବା ସହ ଏହାତ ସଫଳତା , କାର୍ଯ୍ୟ ସମୟରେ ଉପୁଜୁଥିବା ସମସ୍ୟା, ମାନବ ସମ୍ବଳ ର ସ୍ଥିତି , ରେଳ ଯାତ୍ରୀ ଙ୍କ ସୁରକ୍ଷା ବ୍ୟବସ୍ଥା ଆଦି ଉପରେ ଅଲୋଚନା କରିଛନ୍ତି। ଏହି ଅବସର ରେ ସେ ନକଲି ରେଳ ଟିକେଟ କାରବାର ଉପରେ ରୋକ ଲଗାଇବା ପାଇଁ ଅଗାମୀ ମାର୍ଚ୍ଚ ମାସ ମଧ୍ୟରେ ଖୋର୍ଦ୍ଧା ରେ ଆର ପି ଏଫ ର ଏକ ସାଇବର ସେଲ ହେବ ବୋଲି କହିଛନ୍ତି।ଏହା ସହ ସାଧାରଣ ଲୋକ ସଚେତନ ହେଲେ ଅପରାଧ ରୋକିବାରେ ଆର ପି ଏଫ କୁ ଅଧିକ ସଫଳତା ମିଳିବ ବୋଲି ସେ କହିଛନ୍ତି।

Conclusion:ରେଳ ବିଭାଗରେ ସ୍ଵଛତା ଓ ଲୋକଙ୍କ ମଧ୍ୟରେ ସଚେତନତା ବଢିଲେ ଏହା ସାଧାରଣ ଲୋକ ପାଇଁ ଅଧିକ ସୁବିଧା ପ୍ରଦାୟୀ ହେବ ବୋଲି ସେ କହିଛନ୍ତି।

ବାଇଟ-1-ରାଜାରାମ,ଆର ପି ଏଫ ,ଆଇଜି। ପୂର୍ବତଟ ରେଳବାଇ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.