ETV Bharat / city

ସମ୍ବଲପୁରରେ ଓଡିଶା ସାମ୍ୱାଦିକ ୟୁନିୟନ ପକ୍ଷରୁ ପ୍ରତିବାଦ ଦିବସ ପାଳନ

author img

By

Published : Oct 3, 2020, 9:41 AM IST

Updated : Oct 3, 2020, 1:58 PM IST

ସହରରେ ଓଡିଶା ସାମ୍ବାଦିକ ସଂଘ OJU ପକ୍ଷରୁ ଶନିବାର ପ୍ରତିବାଦ ଦିବସ ପାଳିତ ହୋଇଯାଇଛି। ସମ୍ପ୍ରତି ସାମ୍ବାଦିକ ମାନଙ୍କ ସମସ୍ୟା ନେଇ ଏହି ପ୍ରତିବାଦ କରାଯାଇଛି। କୋରୋନା ଯୋଦ୍ଧା ଭାବେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ସରକାର 15 ଲକ୍ଷ ଟଙ୍କା ପ୍ରଦାନ କରୁଥିବା ବେଳେ ଏହି ରାଶିକୁ ବୃଦ୍ଧି କରି 50 ଲକ୍ଷ କରିବାକୁ ଓଯେୟୁ ଦାବି କରିଛି।

ସମ୍ବଲପୁରରେ ଓଡିଶା ସାମ୍ୱାଦିକ ୟୁନିୟନ ପକ୍ଷରୁ ପ୍ରତିବାଦ ଦିବସ ପାଳନ
ସମ୍ବଲପୁରରେ ଓଡିଶା ସାମ୍ୱାଦିକ ୟୁନିୟନ ପକ୍ଷରୁ ପ୍ରତିବାଦ ଦିବସ ପାଳନ

ସମ୍ବଲପୁର: ସହରରେ ଓଡିଶା ସାମ୍ବାଦିକ ସଂଘ OJU ପକ୍ଷରୁ ଶନିବାର ପ୍ରତିବାଦ ଦିବସ ପାଳିତ ହୋଇଯାଇଛି। ସମ୍ପ୍ରତି ସାମ୍ବାଦିକ ମାନଙ୍କ ସମସ୍ୟା ନେଇ ଏହି ପ୍ରତିବାଦ କରାଯାଇଛି। ଓଯେୟୁର ସମ୍ବଲପୁର ସଭାପତି ରମାକାନ୍ତ ବିଶ୍ବାଳଙ୍କ ନେତୃତ୍ୱରେ ସମ୍ବଲପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ କୋରୋନା କଟକଣା ଅବଲମ୍ବନ କରି ଏହି ପ୍ରତିବାଦ ସଭା କରାଯାଇଛି।

କୋରୋନା ଯୋଦ୍ଧା ଭାବେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ସରକାର 15 ଲକ୍ଷ ଟଙ୍କା ପ୍ରଦାନ କରୁଥିବା ବେଳେ ଏହି ରାଶିକୁ ବୃଦ୍ଧି କରି 50 ଲକ୍ଷ କରିବାକୁ ଓଯେୟୁ ଦାବି କରିଛି।

ଏହା ସହ ସାମ୍ବାଦିକଙ୍କ ସାମଗ୍ରିକ ସମସ୍ୟା ଓ ତାର ସମାଧାନ ନେଇ ଏକ ଦାବି ପତ୍ର ସମ୍ବଲପୁର ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର ଓଡିଶା ସାମ୍ବାଦିକ ସଙ୍ଘ(OJU )ର ପ୍ରମୁଖ ସଦସ୍ୟ ସାମିଲ ହୋଇଥିଲେ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Oct 3, 2020, 1:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.