ETV Bharat / city

ଦାବି ପୂରଣ ନହେଲେ ଷ୍ଟିଅରିଂ ଛାଡ ଆନ୍ଦୋଳନ - ଦାବି ପୂରଣ ନହେଲେ ଷ୍ଟିଅରିଂ ଛାଡ ଆନ୍ଦୋଳନ

ଦାବି ପୁରଣ ନହେଲେ ସାରା ରାଜ୍ୟରେ ଆନ୍ଦୋଳନ କରିବ ଡ୍ରାଇଭର ମହାସଂଘ। ଓଡିଶା ଡ୍ରାଇଭର ମହାସଂଘ ସମ୍ବଲପୁର ଜିଲ୍ଲା କମିଟି ତରଫରୁ ୧୦ ଦଫା ଦାବି ପୁରଣ ନେଇ ସମ୍ବଲପୁର ଜିଲ୍ଲାପାଳଙ୍କ କାଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ

ଦାବି ପୂରଣ ନହେଲେ  ଷ୍ଟିଅରିଂ ଛାଡ ଆନ୍ଦୋଳନ
ଦାବି ପୂରଣ ନହେଲେ ଷ୍ଟିଅରିଂ ଛାଡ ଆନ୍ଦୋଳନ
author img

By

Published : Apr 12, 2022, 10:18 PM IST

ସମ୍ବଲପୁର: ଦାବି ପୁରଣ ନହେଲେ ସାରା ରାଜ୍ୟରେ ଆନ୍ଦୋଳନ କରିବ ଡ୍ରାଇଭର ମହାସଂଘ । ଓଡିଶା ଡ୍ରାଇଭର ମହାସଂଘ ସମ୍ବଲପୁର ଜିଲ୍ଲା କମିଟି ତରଫରୁ ୧୦ ଦଫା ଦାବି ପୁରଣ ନେଇ ସମ୍ବଲପୁର ଜିଲ୍ଲାପାଳଙ୍କ କାଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଘ ବିକ୍ଷୋଭ ପ୍ରଦର୍ଶନ ମାଧ୍ୟମରେ ଅଭିଯୋଗ କରିଛି ଯେ ଡ୍ରାଇଭର ମହାସଂଘର ନ୍ୟାୟସଙ୍ଗତ ଦାବି ସବୁ ପୂରଣ ନେଇ ପଦଯାତ୍ରାରେ ଭୁବନେଶ୍ବର ଯାଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ତେଵେ ସରକାର ଦାବି ପୁରଣ ପାଇଁ କୌଣସି ଠୋସ ପଦକ୍ଷେପ ନେଇ ନଥିବା ବେଳେ ଏନେଇ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ଓଡିଶା ଡ୍ରାଇଭର ମହାସଂଘ ।

ଦାବି ପୂରଣ ନହେଲେ ଷ୍ଟିଅରିଂ ଛାଡ ଆନ୍ଦୋଳନ

ଆଜି ଏନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ଦିଆଯିବା ସହ ସଂଘ କହିଛି ଯେ ଆଗାମୀ ୧୮ ତାରିଖ ପର୍ଯ୍ୟନ୍ତ ସଂଘ ତରଫରୁ ଦିଆଯାଇଥିବା ଦାବି ଗୁଡିକ ପୁରଣ ପାଇଁ ସରକାର ପଦକ୍ଷେପ ଗ୍ରହଣ ନକଲେ ଷ୍ଠିୟରିଙ୍ଗ ଛାଡ ଆନ୍ଦୋଳନ କରାଯିବ। ଏନେଇ ଓଡିଶା ଡ୍ରାଇଭର ମହାସଂଘ ସମ୍ବଲପୁର ଜିଲ୍ଲା କମିଟି ତରଫରୁ ଚେତାବନୀ ଦିଆଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.