ETV Bharat / city

ସମ୍ବଲପୁର ପାନ ମସଲା ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡ ଘଟଣା: ମନ୍ତ୍ରୀ ସୁଶାନ୍ତ ସିଂ ରଖିଲେ ପ୍ରତିକ୍ରିୟା

author img

By

Published : Dec 22, 2021, 5:27 PM IST

ସମ୍ବଲପୁର ଅଇଁଠାପାଲି ପରଧିଅପାଲିସ୍ଥିତ ପାନ ମସଲା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ। ଅଧିକ ପଢନ୍ତୁ

ସମ୍ବଲପୁର ପାନ ମସଲା ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡ ଘଟଣା: ମନ୍ତ୍ରୀ ଶୁଶାନ୍ତ ସିଂ ରଖିଲେ ପ୍ରତିକ୍ରିୟା

ସମ୍ବଲପୁର : ଅଇଁଠାପାଲି ପରଧିଅପାଲିସ୍ଥିତ ପାନ ମସଲା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ। ରାଜ୍ୟ ସରକାର ଏହି ଘଟଣା ଉପରେ ନଜର ରଖିଛନ୍ତି । ତଦନ୍ତ ରିପୋର୍ଟ ଆସିଲା ପରେ ଫ୍ୟାକ୍ଟ୍ରି ମାଲିକଙ୍କ ତ୍ରୃଟି ବିଚ୍ୟୁତି ବାହାରିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଏମିତି ଘଟଣାରେ ପୂର୍ବରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରାଜ୍ୟ ସରକାର ଏହି ଘଟଣାର ତଦନ୍ତ କରାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀ କହିଛନ୍ତି । ଆଜି ସମ୍ବଲପୁରରେ ହୋଇଥିବା ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବାବେଳେ ସେ ଏହି ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.