ETV Bharat / city

ସ୍ମାର୍ଟ ହେବ ସମ୍ବଲପୁର, ଇସ୍ତାହାର ଜାରି କଲେ ସ୍ବାଧୀନ ପ୍ରାର୍ଥୀ - ସମ୍ବଲପୁର

ରାଜନୀତି କରିବା ଉଦ୍ଦେଶ୍ୟରେ ନୁହେଁ ସମ୍ବଲପୁରର ସମସ୍ୟାକୁ ନେଇ ନିର୍ବାଚନ ଲଢିବା ଉଦ୍ଦେଶ୍ୟରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ବାଧୀନ ପାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ପ୍ରଜ୍ଞା ପଟ୍ଟନାୟକ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର
author img

By

Published : Apr 12, 2019, 10:18 PM IST

ସମ୍ବଲପୁର: ଚଳିତ ସାଧାରଣ ନିର୍ବାଚନରେ ସମ୍ବଲପୁର ବିଧାନସଭାରେ ସ୍ବାଧୀନ ପ୍ରାର୍ଥୀଙ୍କ ଭୂମିକା ମଧ୍ୟ ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହିବ । ବୃତ୍ତିଗତ ଭାବେ ସେ ଜଣେ ଇଞ୍ଜିନିୟର । ନିଜର ଜନ୍ମଭୂମି ପ୍ରତି କର୍ତ୍ତବ୍ୟ ତୁଲାଇବା ଲାଗି ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପାର୍ଥୀ ଭାବେ ଛିଡା ହୋଇଛନ୍ତି । ସେ ହେଉଛନ୍ତି ପ୍ରଜ୍ଞା ପଟ୍ଟନାୟକ । ତେବେ ଶୁକ୍ରବାର ନିଜର ଇସ୍ତାହାର ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁରକୁ ସ୍ମାର୍ଟ ସିଟିରେ ପରିଣତ କରିବା ,ଭୀମସାରକୁ ଅତ୍ୟାଧୁନିକ କରିବା ଓ ସହରରେ 24ଘଣ୍ଟିଆ ବିଦ୍ୟୁତ ସେବା ଆଦି ପ୍ରମୁଖ କାରଣ ଘୋଷଣା ପତ୍ରରେ ସେ ଉଲ୍ଲେଖ କରିଛନ୍ତି ।
ସେ କହିଛନ୍ତି ଯେ,ସ୍ଥାନୀୟ ବାସିନ୍ଦା ପୂର୍ବତନ ବିଧାୟକଙ୍କ କାମ ସମ୍ପର୍କରେ ଜାଣି ସାରିଛନ୍ତି । ଜନତା ଜାଣିଛନ୍ତି ଯେ ତାଙ୍କ ସହ କ'ଣ ହେଉଛି । ଲୋକମାନଙ୍କୁ ମୋର ଉଦ୍ଦେଶ୍ୟ ବିଷୟରେ ଜଣାଉଛି ,ଲୋକମାନେ ମୋର ସମର୍ଥନ କରୁଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସମନ ରଣା, ଇଟିଭି ଭାରତ

Intro:Body:

ddghd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.