ETV Bharat / city

ବୃଦ୍ଧି ପାଉଛି ଜଳସ୍ତର, ଖୋଲିଲା ହୀରାକୁଦ ଡ୍ୟାମ୍‌ର 5ଟି ଗେଟ୍‌ - ଖୋଲିବ ହୀରାକୁଦ ଡ୍ୟାମ ଗେଟ

ହୀରାକୁଦର 5ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ଅପରାହ୍ନ 3ଟା ପରେ ଖୋଲିବ ଆଉ 5ଟି ଗେଟ୍ । ଏନେଇ ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଖୋଲିଲା ହୀରାକୁଦ ଡ୍ୟାମ୍‌ର 5ଟି ଗେଟ୍‌
ଖୋଲିଲା ହୀରାକୁଦର ୫ ଟି ଗେଟ୍‌,ପ୍ରବାହିତ ହେଉଛି ବନ୍ୟାଜଳ
author img

By

Published : Aug 11, 2022, 12:22 PM IST

Updated : Aug 11, 2022, 3:58 PM IST

ସମ୍ବଲପୁର: ଖୋଲିବ ହୀରାକୁଦ ଡ୍ଯାମ୍‌ର 10ଟି ଗେଟ୍‌ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ 10ଟି ଗେଟ୍‌ ଯୋଗେଁ ବନ୍ୟାଜଳ ନିଷ୍କାସନ ପାଇଁ ନିଷ୍ପତି ନେଇଛନ୍ତି ହୀରାକୁଦ ଡ୍ୟାମ୍ପ୍‌ କର୍ତ୍ତୁପକ୍ଷ । ତେବେ ପର୍ଯ୍ୟାୟ କ୍ରମେ ଗେଟ୍‌ ଖୋଲାଯାଉଥିବା ଜଣାପଡିଛି । ଦିନ ଗୋଟିଏ ସୁଦ୍ଧା ଡ୍ୟାମର 5ଟି ଗେଟ୍‌ ଖୋଲିଥିବାବେଳେ, ଅପରାହ୍ନ 3.00ଟା ପରେ ଆଉ ପାଞ୍ଚଟି ଗେଟ୍‌ ଖୋଲିବା ନେଇ ସୂଚନା ରହିଛି ।

ଖୋଲିଲା ହୀରାକୁଦ ଡ୍ୟାମ୍‌ର 5ଟି ଗେଟ୍‌

ହୀରାକୁଦ ଡ୍ୟାମ୍‌ର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ଜଳଭଣ୍ଡାରର ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ 10ଟି ଗେଟ୍‌ ମାଧ୍ୟମରେ ବନ୍ୟା ଜଳ ନିଷ୍କାସନ କରିବାକୁ ଲକ୍ଷ୍ୟ ରଖିଛନ୍ତି ଡ୍ୟାମ୍ପ୍‌ କର୍ତ୍ତୁପକ୍ଷ ।

ମିଳିଥିବା ସୂଚନା ଅନୁସାରେ, ସକାଳ 9.00ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 2 ଲକ୍ଷ 96 ହଜାର 572 କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Aug 11, 2022, 3:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.