ETV Bharat / city

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : May 12, 2022, 1:18 PM IST

ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ରାମଜୀ ମନ୍ଦିର ପଡାର ରିଙ୍ଗ ରୋଡ଼ କଡ଼ରେ ଥିବା ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ସମ୍ବଲପୁର: ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ରାମଜୀ ମନ୍ଦିର ପଡାର ରିଙ୍ଗ ରୋଡ଼ କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧର । କାରଣ ଅସ୍ପଷ୍ଟ ରହିଥିବା ବେଳେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ରାମଜୀ ମନ୍ଦିର ପଡା ନିକଟସ୍ଥ ଗୁଆଲା ପଡାର ସମୀର ଯାଦବ ହୋଇଥିବା ନେଇ ସୂଚନା ରହିଛି । ସୂଚନା ଅନୁସାରେ, ଆଜି ସକାଳୁ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ମୃତକ ହେଲେ ରାମଜୀ ମନ୍ଦିର ପଡା ନିକଟସ୍ଥ ଗୁଆଲା ପଡାର ସମୀର ଯାଦବ ।

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସେ ଗତକାଲି ରାତିରୁ ଘରୁ ବାହାରିଥିବା ବେଳେ ସକାଳେ ତାଙ୍କର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି । ତେବେ ଗତକାଲି ରାତିରେ ସେ ବରଯାତ୍ରୀ ଯାଇଥିବା ଭାବି ଘରଲୋକେ ଖୋଜାଖୋଜି କରିନଥିଲେ । ଆଜି ସକାଳୁ ମୃତଦେହ ମିଳିବା ପରେ ହତ୍ଯା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ପୋଲିସ ମୃତଦେହକୁ ସାଇଣ୍ଟିଫିକର ଉପସ୍ଥିତିରେ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.