ETV Bharat / city

'ମୋ ସ୍କୁଲ ଅଭିଯାନ': 7 ଜିଲ୍ଲାର ଶିକ୍ଷାଧିକାରୀଙ୍କ ସହ ନିର୍ଦ୍ଦେଶିକାଙ୍କ ସମୀକ୍ଷା ବୈଠକ - ସମ୍ବଲପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ବୈଠକ

'ମୋ ସ୍କୁଲ ଅଭିଯାନ'ର ନିର୍ଦ୍ଦେଶିକା ସୁସ୍ମିତା ବାକଚି ସମ୍ବଲପୁରରେ । ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପଶ୍ଚିମ ଓଡ଼ିଶାର 7 ଟି ଜିଲ୍ଲାର ଶିକ୍ଷା ଅଧିକାରୀଙ୍କ ସହ ଅଭିଯାନର ସ୍ଥିତି ନେଇ ସମୀକ୍ଷା କରିଛନ୍ତି।

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର
author img

By

Published : Oct 16, 2019, 11:14 PM IST

ସମ୍ବଲପୁର: ଜିଲ୍ଲା ଗସ୍ତରେ ରାଜ୍ୟ ସରକାରଙ୍କ 'ମୋ ସ୍କୁଲ ଅଭିଯାନ'ର ନିର୍ଦ୍ଦେଶିକା ସୁସ୍ମିତା ବାକଚି । ଆଜି ସୁସ୍ମିତା ବାକଚି ଆସି ସମ୍ବଲପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପଶ୍ଚିମ ଓଡ଼ିଶାର 7 ଟି ଜିଲ୍ଲାର ଶିକ୍ଷାଧିକାରୀଙ୍କ ସହ 'ମୋ ସ୍କୁଲ ଅଭିଯାନ' ର ସ୍ଥିତି ନେଇ ସମୀକ୍ଷା କରିଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ଏହି ସମୀକ୍ଷା ବୈଠକରେ 'ମୋ ସ୍କୁଲ ଅଭିଯାନ'ର ବିଭିନ୍ନ ଜିଲ୍ଲାର ଅଗ୍ରଗତି ଓ ସ୍ଥିତି ନେଇ ଆଲୋଚନା କରାଯାଇଥିଲା। ଏହି ଅବସରରେ କୁହାଯାଇଥିଲା ଯେ, 'ମୋ ସ୍କୁଲ ଅଭିଯାନ'ର ପ୍ରମୁଖ ଲକ୍ଷ୍ୟ ପୁରୁଣା ଛାତ୍ରଛାତ୍ରୀଙ୍କ ଠାରୁ ପାଣ୍ଠି ଆଦାୟ କରିବା ନୁହେଁ ବରଂ ପୁରୁଣା ଛାତ୍ରଛାତ୍ରୀଙ୍କ ଭାବାବେଗକୁ 'ମୋ ସ୍କୁଲ ଯୋଜନା' ସହ ଯୋଡିବା ହିଁ ମୁଖ୍ୟ ଉଦ୍ଦେଶ୍ୟ।

ଏହାଦ୍ବାରା ସ୍କୁଲ ଗୁଡ଼ିକର ଭିତ୍ତିଭୂମିର ଉନ୍ନତି ହେବା ସହ ଗୁଣାତ୍ମକ ଶିକ୍ଷା ବିକଶିତ ହେବ ବୋଲି କୁହାଯାଇଛି । ଆଗାମୀ ଦିନରେ 'ମୋ ସ୍କୁଲ ଅଭିଯାନ' କୁ ସବୁ ଦିଗରୁ କିପରି ଉନ୍ନତି କରାଯିବ ସେନେଇ ଶିକ୍ଷା ଅଧିକାରୀଙ୍କୁ ବିଭିନ୍ନ କୌଶଳ ନେଇ ଅବଗତ କରାଇଥିଲେ ନିର୍ଦ୍ଦେଶିକା ସୁସ୍ମିତା ବାକଚି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଗସ୍ତରେ ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନ ର ନିର୍ଦେଶୀକା ସୁସ୍ମିତା ବାକଚି ।ଆଜି ସୁସ୍ମିତା ବାକଚି ସମ୍ବଲପୁର ଆସି ସମ୍ବଲପୁର ଜିଲ୍ଳାପାଳ କାର୍ଯ୍ୟାଳୟ ରେ ପଶ୍ଚିମ ଓଡ଼ିଶାର 7 ଟି ଜିଲ୍ଲାର ର ଶିକ୍ଷା ଅଧିକାରୀ ଙ୍କ ସହ ମୋ ସ୍କୁଲ ଅଭିଯାନ ର ସ୍ଥିତି ନେଇ ସମୀକ୍ଷା କରିଛନ୍ତି।

Body:ସମ୍ବଲପୁର ରେ ମୋ ସ୍କୁଲ ଅଭିଯାନ ର ନିର୍ଦେଶୀକା ସୁସ୍ମିତା ବାକଚି।ଆଜି ସେ ସମ୍ବଲପୁର ଜିଲ୍ଳାପାଳ ଙ୍କ କାର୍ଯ୍ୟାଳୟ ର ଏକ ସମ୍ମିଳନୀ କକ୍ଷରେ ପଶ୍ଚିମ ଓଡ଼ିଶାର 7 ଟି ଜିଲ୍ଳା ର ଶିକ୍ଷା ବିଭାଗର ଅଧିକାରୀ ଙ୍କ ସହ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ମୋ ସ୍କୁଲ ଅଭିଯାନ ର ବିଭିନ୍ନ ଜିଲ୍ଲାର ଅଗ୍ରଗତି ଓ ସ୍ଥିତି ନେଇ ଆଲୋଚନା କରାଯାଇଥିଲା। ଏହି ଅବସରରେ କୁହାଯାଇଥିଲା ଯେ ମୋ ସ୍କୁଲ ଅଭିଯାନ ର ପ୍ରମୂଖ ଲକ୍ଷ୍ୟ ପୁରୁଣା ଛାତ୍ରଛାତ୍ରୀ ଙ୍କ ଠାରୁ ପାଣ୍ଠି ଆଦାୟ କରିବା ନୁହେଁ ବରଂ ପୁରୁଣା ଛାତ୍ରଛାତ୍ରୀ ଙ୍କ ଭାବବେଗକୁ ମୋ ସ୍କୁଲ ଯୋଜନା ସହ ଯୋଡିବା ହିଁ ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ସ୍କୁଲ ଗୁଡ଼ିକ ର ଭିତ୍ତିଭୂମି ର ଉନ୍ନତି ହେବା ସହ ଗୁଣାତ୍ମକ ଶିକ୍ଷା ବିକଶିତ ହେବ ବୋଲି କୁହାଯାଇଛି।

Conclusion:ଆଗାମୀ ଦିନରେ ମୋ ସ୍କୁଲ ଅଭିଯାନ କୁ ସବୁ ଦିଗରୁ କିପରି ଉ ଉନ୍ନତି କରାଯିବ ସେନେଇ ଶିକ୍ଷା ଅଧିକାରୀ ଙ୍କୁ ବିଭିନ୍ନ କୌଶଳ ନେଇ ଅବଗତ କରାଇଥିଲେ ନିର୍ଦେଶୀକା ସୁସ୍ମିତା ବାକଚି।

ବାଇଟ-1- ସୁସ୍ମିତା ବାକଚି, ନିର୍ଦେଶୀକା, ମୋ ସ୍କୁଲ ଅଭିଯାନ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.