ETV Bharat / city

ସମ୍ବଲପୁରରେ ଅଗ୍ନିବୀର ଖୋଜୁଛି ବଜରଙ୍ଗ ଦଳ

author img

By

Published : Jun 27, 2022, 8:44 AM IST

ସମ୍ବଲପୁର ଜିଲ୍ଲାରେ ଅଗ୍ନିବୀର ଯୋଜନା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ସମ୍ବଲପୁରରେ ଅଗ୍ନିବୀର ଖୋଜୁଛି ବଜରଙ୍ଗ ଦଳ
ସମ୍ବଲପୁରରେ ଅଗ୍ନିବୀର ଖୋଜୁଛି ବଜରଙ୍ଗ ଦଳ

ସମ୍ବଲପୁର: ଅଗ୍ନିବୀର ଖୋଜୁଛି ବଜରଙ୍ଗ ଦଳ । ବଜରଙ୍ଗ ଦଳ ପକ୍ଷରୁ ଜିଲ୍ଲାରେ ଅଗ୍ନିବୀର ଯୋଜନା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ଯୁବକ ମାନଙ୍କ ମନ ଭିତରୁ ଅଗ୍ନିବୀର ପ୍ରତି ଥିବା ଭ୍ରାନ୍ତ ଧାରଣା ଦୂର କରିବାକୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିବା ବଜରଙ୍ଗ ଦଳ ପକ୍ଷରୁ କୁହାଯାଇଛି । ସମ୍ବଲପୁରରର ନୂତନ ଯୁବପିଢି କିପରି ଅଗ୍ନିବୀର ସ୍କିମରେ ଯୋଗ ଦେବାକୁ ଇଛୁକ ହେବେ ସେନେଇ ଉଦ୍ୟମ ଆରମ୍ଭ କରିଛି ବଜରଙ୍ଗ ଦଳ ।

ସମ୍ବଲପୁରରେ ଅଗ୍ନିବୀର ଖୋଜୁଛି ବଜରଙ୍ଗ ଦଳ

ଏନେଇ ଗତକାଲି(ରବିବାର) ଜିଲ୍ଲା ସ୍କୁଲ ନିକଟ ଜିଲ୍ଲା ପାଠାଗାର ସମ୍ମିଳନୀ କକ୍ଷରେ ଏକ ଅଗ୍ନିବୀର ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ବଲପୁରର ପୂର୍ବ ସେନା ଅଧିକାରୀ କର୍ଣ୍ଣଲ ପ୍ରଭାତ ପଣ୍ଡା ଯୋଗ ଦେଇ ଜିଲ୍ଲାର 10ଟି କଲେଜର ଛାତ୍ରଙ୍କୁ ଅଗ୍ନିବୀର ସ୍କିମର ବିଭିନ୍ନ ଦିଗ ଉପରେ ଦିଗ ଦର୍ଶନ ଦେଇଥିଲେ ଓ ଏଥିରେ ଯୋଗ ଦେଲେ ଜଣେ ଯୁବକ କେଉଁ ସବୁ ସୁବିଧା ସୁଯୋଗ ପାଇବ ସେନେଇ ମଧ୍ୟ ଅବଗତ କରାଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.