ETV Bharat / city

ହୀରାକୁଦରୁ ପର୍ଯ୍ୟାୟକ୍ରମେ ଖୋଲିଲା ଆଉ 6 ଗେଟ୍‌ - ହୀରାକୁଦ

ଆଜି ଦିନ 10ଟା ସୁଦ୍ଧା ହୀରାକୁଦର 4 ଟି ଗେଟ ଖୋଲା ଯାଇଥିବାବେଳେ ଆହୁରି 6 ଟି ଗେଟ ପର୍ଯ୍ୟାୟକ୍ରମେ ଖୋଲାଯାଇଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଗେଟ ଖୋଲାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Sep 5, 2019, 7:27 PM IST

ସମ୍ବଲପୁର: ଗୁରୁବାର ଦିନ 10ଟା ସୁଦ୍ଧା ହୀରାକୁଦର 4 ଟି ଗେଟ ଖୋଲା ଯାଇଥିବାବେଳେ ଆହୁରି 6 ଟି ଗେଟ ପର୍ଯ୍ୟାୟକ୍ରମେ ଖୋଲାଯାଇଛି । ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ହେଉଥିବାରୁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ଏଥିପାଇଁ ଆଜି ସନ୍ଧ୍ୟା ସୁଦ୍ଧା ହୀରାକୁଦ 10 ଟି ଗେଟ ଖୋଲା ଯାଇଛି।

ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବାବେଳେ ବର୍ତ୍ତମାନ ଜଳସ୍ଥର 625.89 ଫୁଟ ରହିଛି । ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 1,48,621 କ୍ୟୁସେକ ଜଳ ପ୍ରବେଶ କରୁଛି ଓ 1,17,956 କ୍ୟୁସେକ ଜଳ ନିଷ୍କାସିତ ହେଉଛି। ପରବର୍ତ୍ତୀ ସମୟରେ ଆହୁରି ଗେଟ ଖୋଲା ଯିବାର ସମ୍ଭାବନା ରହିଥିବା ଜଣାପଡିଛି।

ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣା, ଇଟିଭି ଭାରତ

Intro:ଆଜି ଦିନ 10 ଟା ସୁଦ୍ଧା ହୀରାକୁଦ ର 4 ଟି ଗେଟ ଖୋଲା ଯାଇଥିବା ବେଳେ ଆହୁରି 6 ଟି ଗେଟ ପର୍ଯ୍ୟାୟ କ୍ରମରେ ଖୋଲାଯାଇଛି।Body:ହୀରକୁଦ ଜଲଭଣ୍ଡାର ର ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ବଢୁଛି ହୀରାକୁଦ ଜଳସ୍ଥର। ଏଥିପାଇଁ ଆଜି ସନ୍ଧ୍ୟା ସୁଦ୍ଧା ହୀରାକୁଦ 10 ଟି ଗେଟ ଖୋଲା ଯାଇଛି।ହୀରାକୁଦ ଜଳଭଣ୍ଡାର ର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବା ବେଳେ ବର୍ତ୍ତମାନ ଜଳସ୍ଥର 625.89 ଫୁଟ ରହିଥିବା ବେଳେ ଜଳ ଭଣ୍ଡାର କୁ ସେକେଣ୍ଡ ପ୍ରତି 1,48,621 କ୍ୟୁସେକ ଜଳ ପ୍ରବେଶ କରୁଛି ଓ 1,17,956 କ୍ୟୁସେକ ଜଳ ନିଷ୍କାସନ ହେଉଛି।Conclusion:ପରବର୍ତ୍ତୀ ସମୟରେ ଆହୁରି ଗେଟ ଖୋଲା ଯିବାର ସମ୍ଭାବନା ରହିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.